
ନୁଆଦିଲ୍ଲୀ: ପଶ୍ଚିମ ଏସିଆରେ ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ, ଭାରତ ସରକାର ସମନ୍ୱିତ ପ୍ରତିକ୍ରିୟା ପଦକ୍ଷେପ ମାଧ୍ୟମରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରସ୍ତୁତି ଏବଂ ନିରନ୍ତରତା ସୁନିଶ୍ଚିତ କରିବାରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ନିମ୍ନଲିଖିତ ଅପଡେଟ୍ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଏବଂ ଏହି ଅଞ୍ଚଳରେ ଭାରତୀୟ ନାଗରିକମାନଙ୍କୁ ସମର୍ଥନ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ବର୍ଣ୍ଣନା କରେ:...

ଭୁବନେଶ୍ବର: ଓଡ଼ିଶାରେ ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ନାଁ କଟିବା ପରେ ଗୃହ ଵିଭାଗ କଡା ଯାଞ୍ଚ କରିବାକୁ ନିର୍ଦେଶ ଦେଇଛି । । ତେବେ ପୁନଃଯାଞ୍ଚ ଏକ ସ୍ୱାଭାବିକ ପ୍ରକ୍ରିୟା, ରାଜ୍ୟବାସୀଙ୍କୁ ଚିନ୍ତିତ ହେବାର କାରଣ ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁଲରେ ନାମ କଟିଥିଲେ ଯୋଡ଼ାଯାଇପାରିବ ବୋଲି...

ନୁଆଦିଲ୍ଲୀ: ଓଡ଼ିଶା ଫେରିଲା ପୋସ୍କୋ। ଢିଙ୍କିଆରୁ ହଟିଥିଲା, ଢେଙ୍କାନାଳରେ କରିବ ବଡ଼ ନିବେଶ।ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ। ଦିଲ୍ଲୀରେ ଆୟୋଜିତ ଭାରତ-କୋରିଆ ବ୍ୟାବସାୟିକ ଶିଖର ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ମିଳିତ ଚୁକ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, JSW ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ...

ଭୁବନେଶ୍ୱର: ୧୮ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସ୍ଏଲ୍ଏସ୍ଡବ୍ଲୁସିଏ୍ରେ ଅନୁମୋଦନ । ୧୮ ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ବ୍ୟୟ ହେବ ୩,୮୭୭.୧୪କୋଟି । ୧୧ଟି ଜିଲ୍ଲାରେ ପ୍ରକଳ୍ପ ହେବ । ୭୫୬୫ ନିଯୁକ୍ତି ସୃଷ୍ଟି ହେବ ।

ବାହାଘର ବରଯାତ୍ରୀରେ ଗୁଳିକାଣ୍ଡ ଘଟି 2ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଏପରି ଏକ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ମନୋମୁଣ୍ଡା ଅଞ୍ଚଳରୁ ବରଯାତ୍ରୀ ଦଳ ବେଲପୁଞ୍ଜି ଆସିଥିଲେ । ତେବେ ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ଗୋଡରେ ଜଣଙ୍କ ହାତରେ ୨ଟି ଲେଖାଏଁ ଗୁଳି ବାଜିଥିବାର...

ପଶ୍ଚିମବଙ୍ଗ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ EVMରେ ସ୍ପଷ୍ଟ ଭାବରେ ଦେଖାଯାଉଛି ନିଶ୍ଚିତ କରିବା ନେଇ ନିର୍ଦେଶ ରହିଛି । ନିର୍ବାଚନ କମିଶନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ପ୍ରାର୍ଥୀମାନେ ସେମାନଙ୍କ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2024/12/Picsart_24-12-13_09-40-03-327-3.jpg)
ଖବର ଆଜିରତାରିଖ:୨୪/୧୨/୨୪, ମଙ୍ଗଳବାର ୧-ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ ; ନୂଆ କଟ୍ ଅଫ ମାର୍କ ସ୍ଥିର କରି ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋଟଙ୍କ ନିର୍ଦ୍ଦେଶ। ୨-ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ ଦେଖି ଅଧା ଓଡ଼ିଶାର ଚାଷୀ ଆଖିରେ ଲୁହ। ୩-ରାଜ୍ୟରେ ଶିଘ୍ର ଲାଗିବ ୩ଟି ଡପଲର...

ଭୂବନେଶ୍ୱର ୨୩/୧୨: ଆମ୍ୱେଦରଙ୍କୁ ଅପମାନ ଗ୍ରହଣୀୟ ନୁହେଁ ସେଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପାତ୍ର ପ୍ରଦାନ କରଯିବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ କହିଛନ୍ତି ଅମିତ ଶାହା ଦେଇଥିବା ମନ୍ତବ୍ୟ ପାଇଁ ଦେଶବାସୀଙ୍କ ଆଗରେ କ୍ଷମା...

ନୂଆଦିଲ୍ଲୀ: ନୂଆବର୍ଷର ଗଣତନ୍ତ୍ର ଦିବସ ପାଇଁ ପରେଡର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ଏଥର ମଧ୍ୟ ପୁଣି ଥରେ ପରେଡରେ ନଜର ଆସିବନି ଦିଲ୍ଲୀ ଝାଙ୍କୀ । କାରଣ କେନ୍ଦ୍ର ସରକାର ଏଥର ମଧ୍ୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ଝାଙ୍କୀକୁ ଖାରଜ କରିଦେଇଛନ୍ତି । ଯାହାକୁ ନେଇ ଏବେ ଆପ ଏବଂ ବିଜେପି ମଧ୍ୟରେ ରାଜନୈତିକ...

ନୂଆଦିଲ୍ଲୀ: ଯଦି ଆପଣ ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଅଟେ | ହ୍ବାଟ୍ସଆପ୍ ଏକ ନିଷ୍ପତ୍ତି ନେଇଛି ଯାହା ଆଣ୍ଡ୍ରଏଡ୍ (Android) ଫୋନ୍ ଚଳାଉଥିବା ଉପଭୋକ୍ତାଙ୍କୁ ପ୍ରଭାବିତ କରିବ। ବାସ୍ତବରେ, ଜାନୁଆରୀ ୧, ୨୦୨୫ରୁ କିଛି ଆଣ୍ଡ୍ରଏଡ୍ ଫୋନରେ ଆଉ ହ୍ବାଟ୍ସଆପ୍ ଆଉ କାମ କରିବ ନାହିଁ...

ନୂଆଦିଲ୍ଲୀ: ଦୁଇଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୁଏତରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି ମୋଦି । ଏଇରେ ଓଡ଼ିଆ ଶ୍ରମିକଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହୋଇଛନ୍ତି ମୋଦି । ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2024/12/Picsart_24-12-13_09-40-03-327-2.jpg)
ଖବର ଆଜିରତାରିଖ ୨୨/୧୨/୨୦୨୪ ରବିବାର ➡️୨୦୨୧ ତୁଳନାରେ ୨୦୨୩ରେ ଓଡ଼ିଶାରେ ୫୫୯ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିପାଇଛି। ଏଥିରେ ଜଙ୍ଗଲ ଅଞ୍ଚଳ ୧୫୧.୮୯ ବର୍ଗକିମି ହୋଇଥିବା ବେଳେ ବୃକ୍ଷ ଅଞ୍ଚଳ ୪୦୬.୬୮ ବର୍ଗକିମି ରହିଛି। ➡️ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ପାଇଁ ଆଉ ଏକ ଅଡ଼ୁଆ ଆସିଛି। ଉପରାଜ୍ୟପାଳ ଭିକେ ସକ୍ସେନା...










All rights reserved. Designed by Inter Softech