
ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲା ରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ କନ୍ଧମାଳ, ତା, ୧୯/୦୪: (ସୁଶୀଳ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ଜଣେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଦେଖିବାକୁ ମିଳୁଛି। ହେଲେ...

ଡାକ୍ତର ଅମ୍ରିତ ପଟଜୋଷି : ରାଜ୍ୟ ସଭାପତି ଭୁବନେଶ୍ୱର – ଭାରତୀୟ ସ୍କାଉଟ ଗାଇଡ ଫେଲୋସିପ, ଓଡ଼ିଶା ରାଜ୍ୟ ସଭାପତି ଭାବରେ ଡାକ୍ତର ଅମ୍ରିତ ପଟଜୋଷୀ ଏବଂ ଡ଼ଃ ରୁଷି ପଟ୍ଟନାୟକ ରାଜ୍ୟ ସମ୍ପାଦକ ଭବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।ଆଜି ସ୍କାଉଟ ଗାଇଡ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ସ୍କାଉଟ ଗାଇଡ ଫେଲୋସିପ, ଓଡ଼ିଶା ରାଜ୍ୟ...

ITBP ସମସ୍ତ ମହିଳା ମାଉଣ୍ଟ ଏଭରେଷ୍ଟ ଅଭିଯାନ-2026କୁ ପତାକା ଦେଖାଇ ଶୁଭାରମ୍ଭ କଲା ନୂଆଦିଲ୍ଲୀ, ଏପ୍ରିଲ 2026: ଭାରତ-ତିବ୍ଦତୀୟ ସୀମା ପୋଲିସ (ITBP) ଆଜି ଏକ ଗମ୍ଭୀର ଏବଂ ପ୍ରେରଣାଦାୟକ ସମାରୋହରେ ନୂଆଦିଲ୍ଲୀର ଫୋର୍ସ ମୁଖ୍ୟାଳୟରେ ମାଉଣ୍ଟ ଏଭରେଷ୍ଟ (8,848 ମିଟର) ପର୍ଯ୍ୟନ୍ତ ଏହାର ପ୍ରତିଷ୍ଠିତ ସମସ୍ତ ମହିଳା ପର୍ବତାରୋହଣ ଅଭିଯାନ-2026କୁ ପତାକା ଦେଖାଇ ଶୁଭାରମ୍ଭ କଲା।...

୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ ତାଳଚେର ତାଳଚେର ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ଥାନେଶ୍ବରୀ ମା’ ହିଙ୍ଗୁଳାଙ୍କର ଅପାର କରୁଣାରୁ ହାଟତୋଟା ତାଳଚେରସ୍ଥ ଶ୍ରୀ ଶ୍ରୀ ସଙ୍କଟମୋଚନ ରୁଦ୍ରାତ୍ମକ ହନୁମାନ ମୂର୍ତି ମନ୍ଦିରର ୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ପ୍ରବଚନ ଆସନ୍ତା ତା ୧୯.୦୪.୨୦୨୬ ରିଖ (ରବିବାର) ଠାରୁ ତା...

ଦଧିବାମନ ମନ୍ଦିର ର ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନଭଟଲି (ଅଭିମନ୍ୟୁ ପଧାନ ) : – ଭଟଲି ସ୍ଥିତ ଶ୍ରୀ ଦବାମନ ସ୍ଵାମୀଙ୍କ ମନ୍ଦିର ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ । ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଏହି ମନ୍ଦିର ରହିଛି। ସରକାରୀ ଅନୁମୋଦିତ ଏକ ପରିଚାଳନା ଟ୍ରଷ୍ଟବୋର୍ଡ ଦ୍ବାରା ମନ୍ଦିର ପରିଚାଳିତ ହେଉଛି।...

ସାଧ୍ଭୀ ସୈଲ୍ ପିନ୍ଧିଲେ ‘ଫେମିନା ମିସ୍ ଇଣ୍ଡିଆ ୨୦୨୬’ ମୁକୁଟ ଭୁବନେଶ୍ୱର: ଗୋଆର ଝିଅ ସାଧ୍ଭୀ ସତୀଶ ସୈଲ୍ (Sadhvi Satish Sail) ଚଳିତ ବର୍ଷର ସମ୍ମାନଜନକ ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୬’ (Femina Miss India World 2026) ମୁକୁଟ ଜିତିଛନ୍ତି। ଭୁବନେଶ୍ୱର ସ୍ଥିତ କିଟ୍ (KIIT) କ୍ୟାମ୍ପସ୍ଠାରେ ଏପ୍ରିଲ ୧୮ ତାରିଖରେ ଅନୁଷ୍ଠିତ...

ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ରାଜ୍ୟର ନକ୍ସଲ ଦମନ ବା ମାଓବାଦୀ ଦମନ ସଂପର୍କରେ ଶ୍ରୀ ଆରୁଖ...

ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକେ। *ବ୍ୟାଙ୍କରେ ୨ ହଜାର* *ଟଙ୍କିଆ ନୋଟ ବଦଳ କରିହେବ। ଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି। ।ସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। *୭ ପରେ ୨ ହଜାର ଟଙ୍କିଆ...

ଭାରତକୁ ମିଳିଳା ଆଉ ଏକ ସ୍ବର୍ଣ୍ଣ ପଦକ ଏସିଆନ୍ସ ଗେମ୍ସରେ ଭାରତକୁ ପୁଣି ଏକ ସ୍ବର୍ଣ୍ଣ। ଟେନିସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ଜିତିଲା ଭାରତ। ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୯କୁ ବୃଦ୍ଧି।

ଓଟ୍ଟାଓ୍ବା,୨୯।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦରେ ଭାରତ କାନାଡାକୁ କଡ଼ା ଜବାବ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବେ ନିଜ ସ୍ବର ବଦଳାଇଛନ୍ତି। କାନାଡା ଭାରତ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଉତ୍ସର୍ଗୀକୃତ...

ନୂଆଦିଲ୍ଲୀ,୨୬।୯: ୨୦୨୩ ବିଶ୍ୱକପ୍ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ପହଞ୍ଚିଛି। ଆଫଗାନିସ୍ତାନର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ, ଯାହା ଅକ୍ଟୋବର ୭ରେ ଧର୍ମଶାଳାରେ ଖେଳାଯିବ। ଆଫଗାନିସ୍ତାନ ଦଳ ଭାରତ ଯିବା ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରିଥିଲା। ରସିଦ ଖାନଙ୍କ ସମେତ ଅନେକ ଆଫଗାନିସ୍ତାନ ଖେଳାଳି ଇଣ୍ଡିଆନ...

ଭୋପାଳ: ଆଜି ଭୋପାଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିଲାଗି କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ପୁରା ସହର । ସକାଳ ୧୦ଟା ୫୫ ରେ ଭୋପାଳ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବିମାନ ବନ୍ଦରରୁ ସିଧାସଳଖ ହେଲିକପ୍ଟର ଯୋଗେ ଜାମ୍ବୋରୀ ଗ୍ରାଉଣ୍ଡରେ ପହଞ୍ଚିବେ । ସେଠାରେ ୧୦...








All rights reserved. Designed by Inter Softech