
ମାନଝରୀ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତରୁପେ ପରିଗଣିତ କରିବା ମୋର ଲକ୍ଷ୍ୟ, ସରପଞ୍ଚ ଗୋଲାମୁଣ୍ଡା ବ୍ଲକ୍ ରେ ମାନଝରୀ ଗ୍ରାମପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ରୂପେ ଗଢ଼ିତୋଲିବା ମୋର ଲକ୍ଷ୍ୟ, ସରପଞ୍ଚ ଶ୍ରୀ ଜଗ ଜିବନ ଅଘରୀ ପଞ୍ଚାୟ ପୂର୍ବରୁ ପଛୁଆ ବହୁ ଅବହେଳିତ ଅବସ୍ଥାରେ ଥିଲା କିପରି ଆମ ପଞ୍ଚାୟତ କୁ ଅଗ୍ରଣୀ ପଞ୍ଚାୟତ...

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି ଦୃଶ୍ୟ ଅନଲାଇନରେ ଲିକ ହୋଇଛି। ଏହା ନିର୍ମାତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଇରେସି...

ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର। ୨୦୨୭ ଜାନୁଆରୀ ୧୩ ଯାଏଁ ଅବଧି ବୃଦ୍ଧି କରାଯାଇଛି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍୧୩ରେ ଟ୍ରବ୍ୟୁନାଲ୍ ଅବଧି ସରୁଥିଲା। ଟ୍ରିବ୍ୟୁନାଲ୍ ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼କୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସମୟ ଦେଇଥିଲେ।...

ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା। ଖୁବଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଓଡିଶା ଟିମ ଯିବ । ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟିଓ ଡିଜିଟାଲ ପ୍ଲାଟଫର୍ମ...

ଟେଣ୍ଟ୍ ବନ୍ଧାବେଳେ ବଡ଼ ଦୁର୍ଘଟଣା, ୩ ମୃତ, ୩ ଗୁରୁତର (ହିନ୍ଦୋଳ – ମନୋଜ କୁମାର ମହାପାତ୍ର) – ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତିନିଜଣଙ୍କର...

ଧର୍ମପରାୟଣ ବ୍ୟକ୍ତି କାହ୍ନୁଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ବିଂଝାରପୁର —– ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଛଦ୍ଧାମୁଣ୍ଟ ଗ୍ରାମର ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ କାହ୍ନୁଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥି...

ଏନ୍କାଉଣ୍ଟର: ୫ ନକ୍ସଲ ନିହତ ଝାଡ଼ଖଣ୍ଡ ଚତ୍ରାରେ ପୋଲିସ ଏନ୍କାଉଣ୍ଟରରେ ୫ ନକ୍ସଲ ନିହତ। ୫ ନକ୍ସଲଙ୍କ ମଧ୍ୟରୁ ୪ ଜଣଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି। ୨ ଜଣଙ୍କ ନାଁରେ ୨୫ ଲକ୍ଷ, ଅନ୍ୟ ୨ ଜଣଙ୍କ ନାଁରେ ୫ ଲକ୍ଷ ଥିଲା। ଘଟଣାସ୍ଥଳରୁ ୨ଟି ଏକେ ୪୭ ଜବତ, ସର୍ଚ୍ଚ ଅପରେସନ ଜାରି।

ଉତ୍କଳ ଦିବସରେ କୋରାପୁଟର କୋଟିଆ ଗ୍ରାମପଞ୍ଚାୟତର ଏକ ଗାଁକୁ ଗସ୍ତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ବିଚଳିତ ହୋଇଛି ଆନ୍ଧ୍ରପ୍ରଦେଶ। ଧର୍ମେନ୍ଦ୍ର ସ୍ଥାନୀୟ ଲୋକଙ୍କ ସହ ଉତ୍କଳ ଦିବସ ପ୍ରତିଷ୍ଠା ପାଳନ କରିଥିଲେ। ଏହି ସମୟରେ ଉପସ୍ଥିତ ଥିବା ଆନ୍ଧ୍ର ଅଧିକାରୀଙ୍କ ‘ଗୋ-ବ୍ୟାକ’ ନାରା ଦେଇଥିଲେ। ଯାହାକୁ ନେଇ ପଡ଼ୋଶୀ...

ପଶ୍ଚିମବଙ୍ଗ ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ସହ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ଦିଲୀପ ଘୋଷ କହିଛନ୍ତି, ଶୋଭା ଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥର ମାଡ କରାଯାଇଥିଲା। ହାୱାଡା ହିଂସା ପରେ...

ନୂଆଦିଲ୍ଲୀ: ଭୁଟାନ ରାଜା ଜିଗମେ ଖେସର ନାମନ୍ୟାଲ ଓ୍ବାଙ୍ଗଚୁକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଭାରତକୁ ଆସୁଛନ୍ତି। ସୋମବାର ଅର୍ଥାତ୍ ୩ ରୁ ୫ ଏପ୍ରିଲ ପର୍ଯ୍ୟନ୍ତ ସେ ଭାରତରେ ରହିବେ। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର...

କୋରୋନା ସଂକ୍ରମଣ ବଢୁଛି ସୂଚନା ଆଜି ବି କୋରୋନା ସଂକ୍ରମଣ ୩ ହଜାର ପାର । ଗତ ୨୪ଘଣ୍ଟାରେ ୩,୦୧୬ କୋରୋନା ପଜିଟିଭ ଚିହ୍ନଟ । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଖ୍ୟା ୧୫,୨୦୮ କୁ ବୃଦ୍ଧି ହୋଇଛି ବୋଲି ସୂଚନା ମିଳିଛି ।

IPL 2023: ଆଜି ଠୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ, ଦେଖିବାକୁ ମିଳିବ ଅନେକ ନୂଆ।








All rights reserved. Designed by Inter Softech