
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ ଅନୁଗୋଳ,୦୬.୦୪: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଆଜି ପୂର୍ବାହ୍ନରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ କରାଯାଇଛି। ଚିକିତ୍ସାଳୟ ପରିସରରେ ନିଆଁ ସମ୍ବନ୍ଧିତ ଆପାତକାଳୀନ ପରିସ୍ଥିତି ସମୟରେ ସମସ୍ତେ କିପରି ରକ୍ଷା ପାଇପାରିବେ...

ଭୁବନେଶ୍ୱର: ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ନୀତି ବନ୍ଦ। ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଲାଗି ମହାପ୍ରଭୁଙ୍କର ନୀତି ପୁଣି ବନ୍ଦ ହୋଇଛି । ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ଏବେ ଗର୍ଭଗୃହରେ ଘଟିଥିବା ବିବାଦ, ଥାନାରେ ପହଞ୍ଚିଛି। ଆଜି ସକାଳ...

୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ। ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ଅନୁଗୁଳ-ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ)।ବଲାଙ୍ଗିର- ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ)। ବାଲେଶ୍ୱର- ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ)। ବରଗଡ଼- ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା...

ନୁଆଦିଲ୍ଲୀ: ଶପଥ ନେଲେ ନବନିର୍ବାଚିତ ଓଡିଶାର ୩ ରାଜ୍ୟସଭା ସାଂସଦ । ରାଜ୍ୟସଭା ସଂସଦ ଭାବେ ମନମୋହନ ସାମଲ, ଦିଲ୍ଲୀପ ରାୟ ,ଡଃ ସଂତୃପ୍ତ ମିଶ୍ର ଶପଥ ନେଇଛନ୍ତି । ମନମୋହନ ସାମଲଙ୍କ ରାଜ୍ୟସଭାରେ ଏହା ଦ୍ୱିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦ରୁ ୨୦୦୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର...

କଟକ : କଟକ ଓପିଏସ୍ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍ବିବିଏସ୍ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରି ଗତବର୍ଷ ମେ’ ମାସରେ ଓପିଏସସି ଦ୍ୱାରା ୫୨୮୪ ପଦବୀ ଆହ୍ୱାନ କରାଯାଇଥିବା ବେଳେ ସେଥିମଧ୍ୟରୁ ୩ ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।ଏଥିରୁ ୧୮୪୦ ଜଣ ପ୍ରାର୍ଥୀ...

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । କେନ୍ଦୁଝରରେ ଗୋଠଛଡ଼ା ଦନ୍ତା ଭାଙ୍ଗିଲା ୨ଟି ଘର । ଘର ଭାଙ୍ଗି ଘର ଭିତରୁ ଖାଇଗଲା ଧାନଚାଉଳ । ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ମୋନେଟ୍ କମ୍ପାନୀ ସମ୍ମୁଖରେ ଜମିହରା କର୍ମଚାରୀ ମାନଙ୍କ ଧାରଣା ଅନୁଗୋଳ ଜିଲ୍ଲା ନିଶା ଇଣ୍ଡଷ୍ଟିଆଲ୍ ଥାନା ଅନ୍ତର୍ଗତ ମୋନେଟ୍ କମ୍ପାନୀ କିଛି ବର୍ଷ ତଳେ ମାଳିବ୍ରାହ୍ମଣୀ ଗ୍ରାମକୁ ବିସ୍ଥାପିତ କରିଥିବା ବେଳେ କିଛି ବର୍ଷ କମ୍ପାନୀ ଚାଲିଥିଲା। କମ୍ପାନୀ ବନ୍ଦ ହୋଇଯାଇଥିବା ବେଳେ ଜମିହରା ପ୍ରଜା ବକେୟା ଦରମା ପାଇନଥିବା ରୁ ମୋନେଟ୍ କମ୍ପାନୀକୁ ଜିନ୍ଦଲ କମ୍ପାନୀ...

112 – ଫୁଟ – ଉଚ୍ଚ ଆଦିୟୋଗୀ ପ୍ରତିମୂର୍ତ୍ତି ଉନ୍ମୋଚିତ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ରବିବାର ଦିନ କର୍ଣ୍ଣାଟକର ଚିକ୍କାବାଲାପୁରରେ 112 ଫୁଟ ଉଚ୍ଚତା ବିଶିଷ୍ଟ ଆଦିୟୋଗୀ ଭଗବାନ ଙ୍କର ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି। କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରରେ ଏହା ଏକ ପ୍ରତିମୂର୍ତ୍ତିର ପ୍ରତିକୃତି | କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଦିନ ଏହାର ଉଦ୍ଘାଟନକୁ ଅନୁମତି...

ନିର୍ବାଚନ ଜିତିଲେ ଗୃହିଣୀମାନଙ୍କୁ ମାସିକ ୨୦୦୦ ଦେବ କଂଗ୍ରେସ: ପ୍ରିୟଙ୍କା ଗାନ୍ଧି କର୍ଣାଟକ ରାଜ୍ୟରେ କ୍ଷମତାକୁ ଭୋଟ୍ ଦେଲେ ପ୍ରିୟଙ୍କା କଂଗ୍ରେସ କର୍ଣ୍ଣାଟକର ଗୃହିଣୀମାନଙ୍କୁ ମାସକୁ ୨୦୦୦ ଟଙ୍କା ଦେବ ବୋଲି ଦଳର ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ବେଙ୍ଗାଲୁରୁରେ ଘୋଷଣା କରିଛନ୍ତି। ଏହି ଯୋଜନାର ନାମ ‘ଗ୍ରୁହ ଲକ୍ଷ୍ମୀ’ ରଖାଯିବ ବୋଲି କର୍ଣ୍ଣାଟକ ପ୍ରଦେଶ...

ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା କୋଇଲା ବୁଝେଇ ଟ୍ରକ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ। ସୂଚନା ଅନୁଯାୟୀ ବାଇକି ଆରୋହୀ ଙ୍କ ଘର ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ଗ୍ରାମର ବିଷ୍ଣୁ ଦେହୁରୀ।

ନେପାଳ ବିମାନ ଦୁର୍ଘଟଣା ରେ ଅନ୍ୟୁନ ୬୮ ମୃତ ସନ୍ଦେହ ଆଜି ନେପାଳର ବିମାନ ଦୁର୍ଘଟଣା ପରେ ସର୍ଚ୍ଚ ଅପରେସନରେ କୌଣସି ପେସେଞ୍ଜର ବଞ୍ଚି ନାହାଁନ୍ତି ବୋଲି ଅନୁମାନ କରାଯାଉଛି, ୬୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ରବିବାର ଦିନ ୧୧ ଟା ସମୟରେ ନେପାଳର ପୋଖରାରେ ପାଞ୍ଚ ଜଣ ଭାରତୀୟଙ୍କ ସମେତ ୭୨...

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି...









All rights reserved. Designed by Inter Softech