
କଟକ – କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ରେ ଓଡିଶା ସରକାରଙ୍କ ତରଫରୁ ମୂଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଆରମ୍ଭ ହେଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଯୋଗଦେଇ କାର୍ଯ୍ୟରେ ଶୁଭଆରମ୍ଭ କରିଥିଲେ, ଅନ୍ୟ ଅତିଥି ଭାବରେ ସଦର ବିଧାୟକ ପ୍ରକାଶ ସେଠି, ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସିନ୍ଧେ, ମହିଳା ବିଭାଗର...

ଜିଲ୍ଲା ସ୍ତରୀୟ ବିଶ୍ବ ପଖାଳ ଦିବସ ପାଳିତ ଅନୁଗୋଳ,ତା.୨୦.୦୩:- ଓଡିଶାର କୃଷିଭିଭିକ ପରମ୍ପରା ଓ ଓଡିଶା ଜୀବନ ଶୈଳୀର ପ୍ରତୀକ ‘ପଖାଳ’ କୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବିଶ୍ବ ପଖାଳ ଦିବସ’ ମହାସମାରୋହରେ ସର୍କିଟ ହାଊସ୍ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟ...

ସମ୍ବଲପୁର ଜିଲ୍ଲା ,ଜମନକିରା ବ୍ଲକ,କେନାଢ଼ିପା ପଞ୍ଚାୟତ ,କେନାଢ଼ିପା ଗ୍ରାମର ପ୍ରିଏସ ପଟେଲ ଙ୍କ ଜନ୍ମ ବାର୍ଷିକ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। କେନାଢ଼ିପା ବଜରଙ୍ଗବଳି ମନ୍ଦିରରେ କର୍ତ୍ତା ଭାବରେ ଅଜିତ ପଟେଲ ତାଙ୍କର ଧର୍ମ ପତ୍ନୀ ନିତାନ ପଟେଲ କର୍ତ୍ତା ଭାବରେ ବସିଥିଲେ,ପୂର୍ଣ୍ଣଚନ୍ଦ୍ର ମରେଇ ପୂଜାର୍ଚ୍ଚନା କରିଥିଲେ । ସୁବ୍ରତ,ଆକାଶ,ଆଶିଷ,ସ୍ବରାଜ,ସୁଶିଲ,କେଶବ,ରଜତ,ଅଜିତ,ଜଗଦୀଶ ଇତ୍ୟାଦି ସହଯୋଗ କରିଥିଲେ ଓ...

ବାଲିଗୁଡା ରେ ଗ୍ୟାସ୍ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍-ହୋଟେଲ, ଚା ‘ ଦୋକାନ ବନ୍ଦ, ଖାଉଟି ଅସନ୍ତୁଷ୍ଟ ବାଲିଗୁଡା, ତା, ୨୦/୦୩ : (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି । ଲୋକଙ୍କୁ ମିଳୁନି ଗ୍ୟାସ୍। ଫଳରେ ଖାଉଟି ତଥା ଗ୍ୟାସ୍ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ...

ଭୁବନେଶ୍ବର CRP ଛକ ସ୍ଥିତ ମହାବୀର ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ନିଆଁ ଲାଗିବା ଯୋଗୁଁ ଚାରିଆଡ଼େ ଧୂଆଁମୟ ହୋଇଯାଇଛି । ତେବେ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ ନ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ, ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ବନ୍ଦ ଥିବା ୯୧୪ ସଂସ୍ଥାରୁ...
ଟୀକାକରଣ ଅଭିଯାନ ସମଗ୍ର ଦେଶରେ ଆରମ୍ଭ ହୋଇଛି, ଡକ୍ଟର ହର୍ଷ ଭର୍ଦ୍ଦନଙ୍କ ଆବେଦନ – ଗୁଜବକୁ ଅଣଦେଖା କରନ୍ତ ଜେ ବି ଏନ, ୦୨/୦୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜିଠାରୁ କେନ୍ଦ୍ର ସରକାରଙ୍କ ଆଦେଶ ଅନୁଯାୟୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ -19 ଟୀକାକରଣ ଅଭିଯାନର ରିହର୍ସାଲ ଆରମ୍ଭ ହୋଇଛି।...
2020 ଡିସେମ୍ବରରେ ଜିଏସ୍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ; ପ୍ରବର୍ତ୍ତନ କାଳରୁ ଏତେ ପରିମାଣର ଜିଏସ୍ଟି ସଂଗୃହୀତ ହୋଇ ନ ଥିଲା କେବଳ ଡିସେମ୍ବର ମାସରେ 115174 କୋଟି ମୋଟ ଜିଏସ୍ଟି ସଂଗୃହୀତ ହୋଇଛି ଡିସେମ୍ବରରେ ସଂଗୃହୀତ ଜିଏସ୍ଟି ରାଜସ୍ୱ 2019ର ସେହି ମାସରେ ସଂଗୃହୀତ ଜିଏସ୍ଟିଠାରୁ 12 ଶତାଂଶ ଅଧିକ ଜେ ବି...
ସଶସ୍ତ୍ର ବାହିନୀ ମେଡିକାଲ ସେବା ମହାନିର୍ଦ୍ଦେଶକ ଭାବେ ସର୍ଜନ ଭାଇସ ଆଡମିରାଲ ରଜତ ଦତ୍ତଙ୍କ ଦାୟିତ୍ଵ ଗ୍ରହଣ ଜେ ବି ଏନ, ୦୨/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ସଶସ୍ତ୍ର ବାହିନୀ ମେଡିକାଲ ସେବା ମହାନିର୍ଦ୍ଦେଶକ ଭାବେ ସର୍ଜନ ଭାଇସ ଆଡମିରାଲ ରଜତ ଦତ୍ତ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ...
ଜାନୁଆରୀ 5ରୁ ସର୍ବସାଧାରଣଙ୍କ ପାଇଁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଜେ ବି ଏନ, ୦୨/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କୋଭିଡ-19 କାରଣରୁ ବିଗତ ମାର୍ଚ୍ଚ 13, 2020 ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଆସନ୍ତା ଜାନୁୟାରୀ 5, 2021ରୁ ପୁନର୍ବାର ଖୋଲିବ...
ବର୍ଷାନ୍ତ ସମୀକ୍ଷା -2020- ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ କୋଭିଡ-19 କାଳରେ ପିଏମୟୁୱାଇ ହିତାଧିକାରୀଙ୍କୁ 14.13 କୋଟି ମାଗଣା ସିଲିଣ୍ଡର ଯୋଗାଣ ଓଏଏଲପି ପଞ୍ଚମ ବିଡ ରାଉଣ୍ଡ ଅନ୍ତର୍ଗତ 11 ବ୍ଲକର 19,789 ବର୍ଗ କିମି କ୍ଷେତ୍ର ସାମିଲ ଦେଶରେ 01.04.2020 ଠାରୁ ବାହନ ଇନ୍ଧନରେ ବିଏସ-6 ମାନକ କାର୍ଯ୍ୟକାରୀ 2020ରେ...
ରେଳବାଇ ବୋର୍ଡର ନୂତନ ଚେୟାରମ୍ୟାନ ତଥା ସିଇଓ ଭାବେ ଶ୍ରୀ ସୁନୀତ ଶର୍ମାଙ୍କ ଦାୟିତ୍ଵ ଗ୍ରହଣ ଜେ ବି ଏନ, ୦୨/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଶ୍ରୀ ସୁନୀତ ଶର୍ମା ରେଳବାଇ ବୋର୍ଡର (ରେଳ ମନ୍ତ୍ରଣାଳୟ) ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଏବଂ ଭାରତ ସରକାରଙ୍କ ପଦାସୀନ...








All rights reserved. Designed by Inter Softech