![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/03/Picsart_25-11-05_07-59-52-526-20.jpg)
ଜାଗ୍ରତ ଭାରତ ନ୍ୟୁଜ୍ର ପାଠକବନ୍ଧୁମାନଙ୍କୁ ସ୍ୱାଗତ। ଆଜି ଶନିବାର, ୨୧ ମାର୍ଚ୍ଚ ୨୦୨୬ର ଦୈନିକ ରାଶିଫଳ। ମେଷ (Aries) ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ। ବୃଷ (Taurus) ପାରିବାରିକ ସୁଖ ଶାନ୍ତି ବଜାୟ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମିଥୁନ (Gemini) ଆଜି କୌଣସି...

ପଖାଳ ପରବ ଆଡ଼ମ୍ବର ସହ ପାଳିତ ଢେଙ୍କାନାଳ: 20/3- ଓଡ଼ିଆ ପାରମ୍ପରିକ ଖାଦ୍ୟ “ପଖାଳ”ର ଗୁରୁତ୍ୱ ତଥା ସ୍ଥାନୀୟ ସଂସ୍କୃତିକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ “ପଖାଳ ପରବ” ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଦହି ପଖାଳ ସହ ପରମ୍ପରାଗତ ଓଡ଼ିଆ ବ୍ୟଞ୍ଜନର ପ୍ରଦର୍ଶନ...

ଶ୍ରୀ ଶ୍ରୀ ମହାପ୍ରଭୁ ଚୈତନ୍ୟଙ୍କ ନବଦ୍ବୀପ ଲୀଳା ପୁସ୍ତକର ଉନ୍ମୋଚନ ଉତ୍ସବ ଏବଂ ବୈଷ୍ଣବ ସମ୍ମିଳନୀ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବିଷୟ—- ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବଡଦୋଗଡା ସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଜୀଉଙ୍କ ପୀଠରେ ବିଶିଷ୍ଟ ଲେଖକ ଅଧିକାରୀ ନବ କିଶୋର ଦାସଙ୍କ ରଚିତ ଶ୍ରୀ ଶ୍ରୀ ମହାପ୍ରଭୁ ଚୈତନ୍ୟଙ୍କ...

ସଡ଼କ ସୁରକ୍ଷା ସମିତି ବୈଠକ ଭବାନୀପାଟଣା : (ଜାଗ୍ରତ ଭାରତ, ୨୦.୦୩.୨୦୨୬ – କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ କଳାହାଣ୍ଡି ଜିଲ୍ଲା ପାଳଙ୍କର କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଆଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଡ଼କ ଦୁର୍ଘଟଣା ଜନୀତ...

ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ, ଢେଙ୍କାନାଳ ପ୍ରତ୍ୟେକ ଜୋନ୍ ରୁ କର୍ମୀମାନଙ୍କର ଯୋଗଦାନ ଢେଙ୍କାନାଳ : ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ବିଶ୍ଵ ପଖାଳ ଦିବସ ଜିଲ୍ଲା ସଭାପତି ରମେଶ ପଣ୍ଡାଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି। ଜିଲ୍ଲାର ପ୍ରତ୍ୟେକ ଜୋନ୍ ରୁ କର୍ମୀମାନେ ଯୋଗଦେଇ ପ୍ରଥମେ କାମାକ୍ଷାନଗରରେ ମୃତ କଲେଜ ଛାତ୍ରୀଙ୍କ...

କଟକ – କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ରେ ଓଡିଶା ସରକାରଙ୍କ ତରଫରୁ ମୂଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଆରମ୍ଭ ହେଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଯୋଗଦେଇ କାର୍ଯ୍ୟରେ ଶୁଭଆରମ୍ଭ କରିଥିଲେ, ଅନ୍ୟ ଅତିଥି ଭାବରେ ସଦର ବିଧାୟକ ପ୍ରକାଶ ସେଠି, ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସିନ୍ଧେ, ମହିଳା ବିଭାଗର...
ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ । (ଜେ ବି ଏନ /ସୁଶାନ୍ତ କୁମାର) ୦୨/୦୧/୨୦୨୧ ଅନୁଗୋଳ : ୟୁକୋ ଆର.ସେଟି ଦ୍ଵାରା ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ତୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗତ ମାସ ୨୮ ତାରିଖରେ ଆରମ୍ଭ ହୋଇଥିବା ଏକ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ୟୁକୋ...
ଜିଏସଟି ଇ-ଇନଭଏସ୍ ସିଷ୍ଟମକୁ ପୁରିଲା 3 ମାସ; 37 ହଜାରରୁ ଅଧିକ ଟିକସଦାତାଙ୍କୁ ମିଳିଛି 1680 ଲକ୍ଷରୁ ଅଧିକ ଇନଭଏସ୍ ରେଫରେନ୍ସ ନମ୍ବର (IRNs) ନଭେମ୍ବର 2020ର 589 ଲକ୍ଷ ତୁଳନାରେ ଡିସେମ୍ବର 2020ରେ 603 ଲକ୍ଷ ଇ-ଇନଭଏସ୍ ଜେ ବି ଏନ, ୦୨/୦୧/୨୦୨୧, ନୂଆଦିଲ୍ଲୀ : ଜିଏସଟି ଇ-ଇନଭଏସ ସିଷ୍ଟମ, ପରିବର୍ତ୍ତନକାରୀ ଜିଏସଟି ସିଷ୍ଟମ...
ଜାନୁଆରୀ 4ରେ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପରମାଣୁ ଟାଇମସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପରିବେଶ ମାନକ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ଜେ ବି ଏନ, ୦ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 4,...
ମାନ୍ନାଥୁ ପଦ୍ମନାଭନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜେ ବି ଏନ, ୦୨/୦୧ /୨୦୨୧, ନୂଆଦିଲ୍ଲୀ : ମାନ୍ନାଥୁ ପଦ୍ମନାଭନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏମ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ସମାଜସେବା, ସାମାଜିକ ନ୍ୟାୟ ଏବଂ ସାଂସ୍କୃତିକ ନବୀକରଣ ଦିଗରେ ତାଙ୍କର ଅଗ୍ରଗାମୀ ଅବଦାନ ପାଇଁ ଆଗାମୀ...
ଶ୍ରୀ ବୁଟା ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ ଶ୍ରୀ ବୁଟା ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ଶ୍ରୀ ବୁଟା ସିଂ ଜୀ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଗରୀବଙ୍କ ତଥା ନିଷ୍ପେସିତଙ୍କ କଲ୍ୟାଣ ପାଇଁ ପ୍ରଭାବଶାଳୀ ସ୍ୱର ଉତ୍ତୋଳନ...
କଂଗ୍ରେସ ତରଫରୁ କଳିଙ୍ଗ ନଗର ନିହତ ଆଦିଵାସୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ (ଜେ ବି ଏନ /ସୁଶାନ୍ତ କୁମାର) ୦୨/୦୧/୨୦୨୦ ଢେଙ୍କାନାଳ : ୨୦୦୬ ମସିହା ଜାନୁଆରୀ ୨ରେ ନବୀନ ପଟ୍ଟନାୟକଙ୍କର ଵିଜେଡି- ବିଜେପି ଗଠଵନ୍ଧନ ସରକାରର ନିର୍ଦ୍ଦେଶରେ କଳିଙ୍ଗନଗରରେ ଘଟିଥିବା ଆଦିବାସୀ ନରସଂହାରର ୧୫ତମ ଵାର୍ଷିକୀରେ ଜିଲ୍ଲା କଂଗ୍ରେସ ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍...









All rights reserved. Designed by Inter Softech