
ଜଙ୍ଗଲରେ ଖାଦ୍ୟ ନପାଇ ଖାଦ୍ୟ ଅନ୍ୱେଷଣ ଆସି କୂଅରେ ପଡ଼ି ଦୁଇ ଵାରାହା ମୃତ। କେନ୍ଦୁଝର ଜିଲ୍ଲାରେ ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡ଼ି ଦୁଇ ବାରାହା ମୃତ୍ୟୁ ବରଣ କରିଥିବା ନେଇ ସୂଚନା। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ଖାଦ୍ୟ ଅନ୍ୱେଷଣ ରେ ଆସି ଏକ...

ଜୁନାଗଡ ବଜାର ପଡ଼ାରେ ଦୃତ୍ୟ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ । କଳାହାଣ୍ଡି…ଜୁନାଗଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୋଡ଼ା ମହାଦେବଙ୍କ ପବିତ୍ର ହାଶିବରାତ୍ରି ଉପଲକ୍ଷେ ଜୁନାଗଡ଼ ବଜାର ପଡ଼ାରେ ଦୃତ୍ୟ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଥିବାଵେଲେ ,ଗୋଉଡଛେଣ୍ଡିଆ ପଞ୍ଚାୟତ ର କୋଷାଭଟା ଠାରେ ମଧ୍ୟ...

କଳିଙ୍ଗନଗର କ୍ରିକେଟକ୍ଳବ୍ କବିର୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର କିରିବୁରୁଛକ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟସ୍ତ ଖେଳପଡିଆ ଠାରେ କବିର୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି...

ସମ୍ବଲପୁର: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆୟୋଜିତ ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖେଳ ହାର-ଜିତର ମାଧ୍ୟମ ନୁହେଁ, ଏହା ଅନୁଶାସନ, ଏକାଗ୍ରତା ଏବଂ ଟିମ ଓ୍ୱାର୍କ ଶିଖାଇଥାଏ ବୋଲି ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଏଭଳି ଏକ ସୁନ୍ଦର ପ୍ରତିଯୋଗିତା ଆୟୋଜନ...

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଉଦ୍ଘାଟନ କରିବେ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଆୟୋଜନ ଫେବୃଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖରର ସମ୍ମିଳନୀ ସହିତ ଅନୁଷ୍ଠିତ ହେବ। ଏହି ଏକ୍ସପୋ ଏଆଇର ବ୍ୟବହାରିକ...

ପୁରୀ: ପୁରୀ ଶ୍ରୀମନ୍ଦିର ନିକଟ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଲାଗିଥିଲା ନିଆଁ। ଟ୍ରାନ୍ସଫର୍ମର ଟି ଶ୍ରୀମନ୍ଦିରର ମାତ୍ର ୧୦୦ ମିଟର ଦୂରରେ ଲାଗିଥିବା ସୂଚନା। ପ୍ରାୟ ଏକ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ୍। କେହି ଆହତ ହୋଇନଥିବା ଜଣାପଡ଼ିଛି।










All rights reserved. Designed by Inter Softech