
ମହାଶିବରାତ୍ରୀ ରେ ଯାଇଥିଲେ ମନ୍ଦିର, ଦୁର୍ଘଟଣାଘଟି, ଜଣେ ମୃତ ଜଣେ ଗୁରୁତର। ଜାଗରରେ ଯାଇଥିଲେ ମନ୍ଦୀର, ମହାଶିବରାତ୍ରି ହେଲା ପ୍ରଶାନ୍ତ ଙ୍କ ପାଇଁ ଶେଷ ଶିବରାତ୍ରୀ, ଦୁର୍ଘଟଣା ଘଟି ଚାଲିଗଲା ଜୀବନ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟ ସିଆଳିଯୋଡା ରେ ଏକ ମୋଟର ସାଇକେଲ ଗଛରେ ପିଟି ହୋଇଥିବା ନେଇ ସୂଚନା। ଉକ୍ତ ଦୁର୍ଘଟଣାରେ...

.ମହାଶିବରାତ୍ରୀ ପାଇଁ ବିଭିନ୍ନଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ପରିବାରର ମଙ୍ଗଳ କାମନା କରି ଜାଗର ଉତ୍ସବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପୁରାତନ ଶୈବପିଠ ମାନଙ୍କରେ ବିପୁଳ ଭକ୍ତମାନଙ୍କ ସମାଗମରେ ଦେବଦେବ ମହାଦେବଙ୍କ ଶିବରାତ୍ର ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ମୁଖ୍ୟ ସହର ଭବାନୀପାଟଣା ସହର ସ୍ଥିତ ବାବା ଭବାନୀଶଙ୍କର, ଭଣ୍ଡେ ଶ୍ଵର ଓ...

ନୁଆଦିଲ୍ଲୀ,୧୪|୨: ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜୋରିମାନା | (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜୋରିମାନା ହୋଇଛି । ବୈଧ ବିମାନ ଯୋଗ୍ୟତା ପ୍ରମାଣପତ୍ର ବିନା ବିମାନରେ ଉଡ଼ାଣ ଭରିବା ପାଇଁ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜରିମାନା କରିଛି। ସୂତ୍ର ଅନୁସାରେ, ନିୟାମକ ଏହି...

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଭାରତ ପୁଣିଥରେ ପାକିସ୍ତାନକୁ ଧୁଳି ଚଟାଇଛି। ଟିମ ଇଣ୍ଡିଆ ୬୧ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ମାତ୍ର ୧୧୪ ରନ କରି ସମସ୍ତ ୱିକେଟ ହରାଇଥିଲା।...

ନୁଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁହଁ ପ୍ରତିରୋପଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ସମାପ୍ତ କରିଛି। ଏସିଡ୍ ଆଟାକ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବ ଆସିଛି। ଏଣିକି ଦିଲ୍ଲୀ ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ର ସୁବିଧା ଆରମ୍ଭ କରିବାକୁ ଯାଉଛି।...

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇଷ୍ଟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଉଠିଲା ମହାଦୀପ । ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ, ଯାହା ଶିବଭକ୍ତ ତଥା ବ୍ରତଧାରୀଙ୍କୁ ନିରୋଳା ଆନନ୍ଦ ଦେଇଛି । ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ...








All rights reserved. Designed by Inter Softech