
କଟକ ସତୀଚଉରାରେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ସୂଚନା ମିଳିଛି। କଟକ ମର୍କତନଗରର ଏକ ଘରୋଇ ହସ୍ପିଟାଲରେ ରବିବାର ତାଙ୍କର ୭୨ବର୍ଷ ବୟସରେ ପରଲୋକ ଘଟିଥିଲା। ଗୁରୁବାର ଭୁବନେଶ୍ୱରର ଏକ ସାହିତ୍ୟ ଆସରରେ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ହଠାତ୍ ଅସୁସ୍ଥ...

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ବିଧାୟକମାନେ କିପରି ଶାନ୍ତି ଶୃଙ୍ଖଳା ଗୃହରେ ବଜାଇ ରଖିବେ ସେ ନେଇ ସମସ୍ତଙ୍କୁ ଅପିଲ କରିଛନ୍ତି। ଏହି...

ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ସବୁଜ ଜୀବନ ଶୈଳୀକୁ ଆପଣାଇବା ପାଇଁ ପେପର୍ ବ୍ୟାଗ୍ ନିର୍ମାଣ କୌଶଳ ଶିକ୍ଷା ବରଗଡ:୧୬/୨(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ପେପର୍ ବ୍ୟାଗ୍ ଓ କାଗଜ ଠୁଙ୍ଗା ତିଆରି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ...

ବାବା ଶ୍ୟାମେଶ୍ଵରଙ୍କ ପୀଠରେ ଜାଗର ଯାଜପୁର – ବରି ବ୍ଳକ ଅନ୍ତର୍ଗତ ଅରିଲୋ ଠାରେ ମହାଶିବରାତ୍ରି ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।ଦେବ ଦେବ ଶ୍ୟାମେଶ୍ଵରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଅଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ଥାନୀୟ ବିଂଝାରପୁର ଥାନା...

ଇଫକୋ ତରଫରୁ କଟକ ଏସ ସି ବି ଡାକ୍ତରଖାନାକୁ 50 ଟିତିନି ଜଣ ବସିବା ଷ୍ଟିଲ ଚେୟାର ଦାନ କଟକ ଆଜି ସ୍ଥାନୀୟ ଏସ ସି ବି ଡାକ୍ତରଖାନାରେ ଇଫକୋ ସାର କମ୍ପାନୀ ପାରାଦ୍ୱୀପ ପକ୍ଷରୁ 50ଟି ଷ୍ଟିଲ ଚେୟାର ଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଇଫକୋର ଲୋକସମ୍ପର୍କ ଅଧିକାରୀ ଡ଼କ୍ଟର ପ୍ରସନ କୁମାର ବେହୁରା ଏହି...

ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ବିଧାନସଭା ଭିତରେ ଓ ବାହାରେ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ଚତୁଃପାର୍ଶ୍ଵରେ ରହିବେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ। ମୁତୟନ ହେବେ ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ ଓ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ । ଏଆଇ କ୍ୟାମେରା ନଜରରେ ରହିବ ମହାତ୍ମା...









All rights reserved. Designed by Inter Softech