
ମୂମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ବଳରେ ଭାରତ ୨୯ ରନରେ ଆମେରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାରଙ୍କ ୮୪ ରନ ବଳରେ ୧୬୨ ରନର ଲକ୍ଷ୍ୟ ଆମେରିକା ସମ୍ମୁଖରେ ରଖିଥିଲା । ଜବାବରେ ଆମେରିକା ୨୦...

ଭୁବନେଶ୍ଵର : ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡର ଶୁଭାରମ୍ଭ। ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ ହେବ ବିସିପିପିଇଆର। ଲୋକସେବା ଭବନରେ ବିସିପିପିଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା ଏହି ଅଞ୍ଚଳ ଗୁଡିକରେ ପର୍ୟ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତି ଭାବେ...

ଭୁବନେଶ୍ଵର : ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି। ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ। ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି। ଓଡିଶା...

ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତିକମରେ ୨୪ ଜଣଙ୍କ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି । ଦେଶରେ ଚାଲିଥିବା ଯୁଦ୍ଧ...

ବଡପଣ୍ଡା ସାହିରେ ୩୬ତମ ଅଷ୍ଟପ୍ରହର ଢେଙ୍କାନାଳ ସହରସ୍ଥିତ ବଡପଣ୍ଡାସାହିରେ ୩୬ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହୋଇଯାଅଛି । ଗତ ୬ ତାରିଖରେ କଳସଯାତ୍ରା କରାଯାଇ କୁଞ୍ଜରେ ରାଧାକୃଷ୍ଣ ଫଟୋଚିତ୍ର ସ୍ଥାପନ କରାଯାଇ ଅଖଣ୍ଡଦୀପ ସ୍ଥାପନ ଓ ଅଧିବାସ ପୂଜା କରାଯାଇଥିଲା । ଅଦ୍ୟ ଆଖପାଖ ଅଂଚଳର ୧୨ ଦଳ ସଂକୀର୍ତନ ମଣ୍ଡଳୀ ଦ୍ବାରା ଅଂଚଳ ନାମଧ୍ଵନୀରେ ପ୍ରକମ୍ପିତ...

୧୨ ଫେବୃଆରୀ ଭାରତ ବନ୍ଦ ପାଇଁ ଶ୍ରମିକ, କୃଷକ କର୍ମଚାରୀଙ୍କର ଗଣ କନ୍ଭେସନ୍ ଢେଙ୍କାନାଳ ମେହେନ୍ତର ସଂଗଠନ କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ଶ୍ରମିକ ସଂଗ ସାନ ଫେଡେରେସନ୍ ଆହ୍ୱାନରେ ଶ୍ରୀନିବାସ ସାହୁଙ୍କ ସଭାପତିତ୍ୱରେ ଗଣକନ୍ଭେନ୍ସନ୍ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆସନ୍ତା ୧୨ ତାରିଖରେ ହେବାକୁ ଯାଉଥିବା ଭାରତ ବନ୍ଦ ଉପରେ ଆଲୋଚନା କରାଯାଇଥିଲା। ଶ୍ରମିକ ବିରୋଧୀ...











All rights reserved. Designed by Inter Softech