
ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ: ଏଫ. ସି. ସମ୍ବଲପୁର ବିଜୟୀ ବାଲିଗୁଡା ତା, ୦୪/୦୨ :(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ବୁଧବାର ଠାରୁ...

ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗରେ ଫେରାର ଦୁଇ ଅଭିଯୁକ୍ତ ଗିରଫ ବାଲିଗୁଡ଼ା, ତା, ୪/୨: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଜଣେ ଅପ୍ରାପ୍ତବୟସ୍କା କନ୍ୟାଙ୍କୁ ଅପହରଣ ଏବଂ ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା...

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍। ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ଭିତ୍ତିଭୂମି। ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟକୁ ଅନୁମୋଦନ ମିଳିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି। ପୁରୁଣାକୋଟ, ଜଗନ୍ନାଥପୁର ଓ ଟିକରପଡ଼ାରେ ହେବ ନୂଆ...

ଅନୁଗୋଳ – ଶିକାର ବିରୋଧୀ ଅଭିଯାନ (ଅଧକ୍ଷ୍ୟ ଶିକାର କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳତା)03 ଫେବୃଆରୀ 2026 ଦିନ ପ୍ରାୟ 02:40 ସମୟରେ, ବିଶ୍ୱସ୍ତ ଗୋପନୀୟ ସୂଚନା ଆଧାରରେ ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ପାତ୍ରପଡ଼ା, ତଲମଣ୍ଡଳୀ ସାହିରେ ଏକ ଜିବେଦୟା ଅଭିଯାନ କରାଯାଇଥିଲା। ଏହି ଅଭିଯାନର ନେତୃତ୍ୱ ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀଙ୍କ ସହିତ ଛେଣ୍ଡିପଦା ରେଞ୍ଜ...

ଉପଭୋକ୍ତା ସଚେତନତା ରଥ ପରିକ୍ରମା ଢେଙ୍କାନାଳ ୪-୨,(ଶୁଭମ୍ ପାଣି) – ଉପଭୋକ୍ତା ସଚେତନତା ଭାରତ ଯାତ୍ରା ନୂଆଦିଲ୍ଲୀ ଠାରୁ ୨୪ ଡିସେମ୍ବର ୨୦୨୬ରୁ ବିଭିନ୍ନ ରାଜ୍ୟ ପରିକ୍ରମା କରି ଚଳିତ ଫେବୃଆରୀ ୪ ରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ପୂର୍ବାହ୍ନ ୧୦ ଟା ସମୟରେ ପହଂଚି ଥିଲା। ପରେ ମହାବିଦ୍ୟାଳୟର ଛାତ୍ର/ଛତ୍ରୀ, ଅଧ୍ୟାପକ ଓ ସ୍ବେଛାସେବୀ...

କେଗାଁ ବିଜେପିର ମଣ୍ଡଳ ପକ୍ଷରୁ ଜନଜାଗରଣ ଅଭିଯାନ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ କେଗାଁ କଳାହାଣ୍ଡି ଜିଲ୍ଲା ବିଜେପି ମଣ୍ଡଳ ପକ୍ଷରୁ ଜନଜାଗରଣ ଅଭିଯାନର ବୁଥ ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାଟିକୁ କେଗାଁ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଜୟ କୃଷ୍ଣ ସାହୁ ଙ୍କ ନେତୃତ୍ୱରେ ହୋଇଥିଲା...










All rights reserved. Designed by Inter Softech