
ସେରସୁଆଁତଲ ଶ୍ରୀ ମା ପୂର୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ର ରେ ବାର୍ଷିକ ଉତ୍ସବ ସ୍ଥାନ-ସେରସୁଆଁତଲତାରିଖ- ୩୧. ୦୧. ୨୦୨୬ସମ୍ବଲପୁର ଆଜି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ କୁକୁଡାପାଲି ପଂଚାୟତ ସେରସୁଆଁତଳ ଠାରେ ଥିବା ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି | ପ୍ରଥମେ ବିଦ୍ୟାଳୟ ର ରୀତି ନୀତି ଅନୁସାରେ ଶ୍ରୀ ମା ଅରବିନ୍ଦଙ୍କ...

ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି । ଏହିଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ପାଇଁ ୪୯୨େକାଟିରୁ ଊର୍ଦ୍ଧ୍ବ...

ସରିଲା ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ୧୦ ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି । ଜାତୀୟ ଢାଞ୍ଚାରେ ହେବ ନୀତି । ଦୁବାଇ ସିଙ୍ଗାପୁର ପାଇଁ ମାର୍ଚ୍ଚ ଯାଏଁ ବିମାନ ସେବା ଜାରି ରହିବ...

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପକ୍ଷରୁ ୩ ଜଣ ବରିଷ୍ଠ ଆଇ ଏ ଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୧୯୯୬ ବ୍ୟାଚ୍ର ୩ ବରିଷ୍ଠ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିବା ସୂଚନା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ହୋଇଛି । ଶାଶ୍ବତ ମିଶ୍ର, ବିଶାଳ ଦେବ ଓ ଉଷା ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ...

ବିଧାନସଭା ନିର୍ବାଚନ ପୂର୍ବୁର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନର୍ଥ ୨୪ ପ୍ରାଗଣରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ରାଜ୍ୟରେ ଦୁର୍ନୀତି ଏବଂ ବିପର୍ଯ୍ୟନ୍ତ ଶାସନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ । ଆମ ପ୍ରଧାନମନ୍ତ୍ରୀ ମୋଦି ବଙ୍ଗଳାର ବିକାଶରେ କୌଣସି କସରତ ଛାଡି ନାହାଁନ୍ତି...

ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶକ୍ତି ସମାବେଶ ମଧ୍ୟରୁ ଗୋଟିଏର ପୃଷ୍ଠଭୂମିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଶକ୍ତି ସପ୍ତାହ (IEW) 2026 ସମୟରେ ଏକ ଉଚ୍ଚସ୍ତରୀୟ ବିଶ୍ୱସ୍ତରୀୟ ଗୋଲଟେବୁଲରେ କେନ୍ଦ୍ର ମଞ୍ଚକୁ ଆସିଥିଲେ, ଦେଶର ବିଶାଳ ନିବେଶ ସମ୍ଭାବନା ଏବଂ ନୀତିଗତ ନିଶ୍ଚିତତାକୁ ଉଜ୍ଜ୍ୱଳ କରିବା ସହିତ ଏକ ବିଶ୍ୱସ୍ତ ଏବଂ ସ୍ଥିର ବିଶ୍ୱ ଶକ୍ତି ଅଂଶୀଦାର...











All rights reserved. Designed by Inter Softech