
ସାହାଯ୍ୟ ର ହାତ ବଢ଼େଇଲେ ପୂର୍ବତ୍ତନ ଅଧ୍ୟକ୍ଷ… ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲୀ ପଂଚାୟତ ତୋରଡାନାଳି ଗ୍ରାମର ଅସହାୟ ପରିବାର କୁ ସାହାର୍ଯ୍ୟର ହାତ ବଢାଇଲେ ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁକଙ୍କଡ଼ାହାଡ଼ ବ୍ଲକ ଝିଲ୍ଲି ଗ୍ରାମ ପଞ୍ଚାୟତ ତୋରଡ଼ାନାଳି ନୂଆସାହିର ଅସହାୟ ଉଲ୍ଲାସ ଚମ୍ପିଆ ଙ୍କୁ ସାହାଯ୍ୟର ହାତ ବଢାଇଲେ କଙ୍କଡ଼ାହାଡ଼ ପୂର୍ବତ୍ତନ ବ୍ଲକ...

ତିନିଦିନିଆ ମହାରାଷ୍ଟ୍ର ଶୋକ ପାଳନ ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେ ଏକ କାର୍ଯ୍ୟକ୍ରମ ପାଇଁ ସେଠାରେ ପହଞ୍ଚିଥିଲେ । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା କି କୌଣସି ଯାନ୍ତ୍ରିକ ତ୍ରୁଟି...

ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ବାଲିଗୁଡା, ତା, ୨୮/୦୧:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଭାରତ ଶକ୍ତି ସପ୍ତାହ-୨୦୨୬’ର ଉଦଘାଟନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ଶକ୍ତି ସପ୍ତାହର ଏହି ନୂତନ ସଂସ୍କରଣରେ ପ୍ରାୟ ୧୨୫ଟି ଦେଶର ପ୍ରତିନିଧି ଗୋଆରେ ଏକତ୍ରିତ ହୋଇଛନ୍ତି। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ପ୍ରତିନିଧିମାନେ ଶକ୍ତି-ସୁରକ୍ଷା ଏବଂ ସ୍ଥାୟୀ...

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଜାରି ନୂଆ ଆଣ୍ଟି ଡିସ୍କ୍ରିମିନେସନ ନିୟମକୁ ନେଇ ଦେଶରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି । ବିଭିନ୍ନ କଲେଜର ଛାତ୍ର ଓ ସଂଗଠନ ଦ୍ୱାରା କରାଯାଉଥିବା ବିରୋଧ ପ୍ରଦର୍ଶନ ଓ ରିଭର୍ସ ଡିସ୍କ୍ରିମିନେସନ (ଓଲଟା ଭେଦଭାବ) ଅଭିଯୋଗ ବିରୋଧରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କ ଅଭିମୁଖ୍ୟ...

ବୃନ୍ଦାବାହାଲ ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ ଧର୍ମଗଡ଼ (ଜାଗ୍ରତ ଭାରତ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଖଣ୍ଡ ବୃନ୍ଦାବାହାଲ ମଣ୍ଡଳ ସ୍ତରୀୟ ହିନ୍ଦୁ ସମ୍ମିଳନୀ ସ୍ବାମୀ ରାମ ହିମାଳୟ ଯୋଗାଶ୍ରମ ଛତ୍ରପୁର, ଦଶପୁର ରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ପ୍ରଥମେ ବିଭିନ୍ନ ସ୍ଥାନରୁ ଆସିଥିବା ହିନ୍ଦୁ ପୁରୁଷ ମହିଳା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା ।ପରେ...








All rights reserved. Designed by Inter Softech