
ମହାଗୀରି ପ୍ରେସ୍ କ୍ଲବ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ lସାମ୍ବାଦିକ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିଥାଏ – କୈଳାସ ନାୟକ (SUJ ଓଡ଼ିଶା ସଭାପତି) ଯାଜପୁର /ଦାନଗଦୀ ତା.୧୭/୦୧ :- ଦାନଗଦୀ ବ୍ଲକ,ଟମକା ଥାନା ଅନ୍ତର୍ଗତ ମହାଗୀରି ପ୍ରେସ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି ପ୍ରେସ୍ କ୍ଲବର ଦ୍ବିତୀୟ ବାର୍ଷିକ ଉତ୍ସବ...

ଭାରତୀୟ ରେଳବାଇରେ ଏବେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଭବିଷ୍ୟତର ବନ୍ଦେ ଭାରତ ୪.୦ ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୩୫୦ କିମି ବେଗରେ ଦୌଡ଼ିବ, ଯାହା ଭାରତକୁ ବିଶ୍ୱର ଦ୍ରୁତତମ ରେଳ ବ୍ୟବସ୍ଥା ଥିବା ଦେଶମାନଙ୍କ ମଧ୍ୟରେ ସ୍ଥାନିତ କରିବ । ରେଳ ମନ୍ତ୍ରଳାଳୟ ଅନୁଯାୟୀ, ଏହି ବିକାଶ ପରବର୍ତ୍ତୀ ପିଢ଼ିର ହାଇ-ସ୍ପିଡ୍ ରେଳ...

ଭୁବନେଶ୍ୱର – ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଡାକ୍ତର। ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା ଆରମ୍ଭ କରିଛନ୍ତି । ଏହା ସହ ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କଲା ଜୁନିୟର ଡାକ୍ତର ଆସୋସିଏସନ । ସୁରକ୍ଷା ନ ମିଳିଲେ ଓପିଡି ସେବା ବନ୍ଦ କରିବାକୁ...

ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି।ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି।ଇଡି ରେଡ୍ ବେଳେ ମିଳିଲା ଆଲମାରୀ...

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ଢେଙ୍କାନାଳ :-ଆଜି ତା ୧୭.୦୧.୨୬ ରିଖ (ଶନିବାର) ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଚଳିତ ୨୦୨୫-୨୬ ଶିକ୍ଷାବର୍ଷର ‘୪ର୍ଥ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ’ ଯଥାରୀତିରେ ଅନୁଷ୍ଠିତ ହୋଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି...

ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଉଯାଇଛି ।ଅଧକ୍ଷା ଡ.ଶକୁନ୍ତଳା ଯେନାଙ୍କ ଅଧକ୍ଷତାରେ ଏବଂ ଜାତୀୟ ସେବା ଯୋଜନା କାଯ୍ୟକ୍ରମ ଅଧିକାରୀ ଡ. ପଙ୍କଜ ବାରିକ୍ ଙ୍କ ସଂଯୋଜନାରେ ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଉଜାଇଛି। ଏହି କାଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ପୂର୍ବତନ ଜିଲ୍ଲା କାଯ୍ୟକ୍ରମ ସଂଯୋଜକ ଡ....











All rights reserved. Designed by Inter Softech