୨୪ରୁ ଗଡ଼ିବନି ଘରୋଇ ବସ୍। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍ରୁ ଜିଲ୍ଲା ହେଡ୍ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ କରିବାକୁ ଘରୋଇ ବସ ମାଲିକ ସଂଘ ଦାବି କରିଛନ୍ତି। ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି...

ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଏବଂ ବାଂଲାଦେଶ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି। ଗୁଇନ୍ଦା ସତର୍କତା ଅନୁଯାୟୀ, ପଞ୍ଜାବର ଗ୍ୟାଙ୍ଗଷ୍ଟରମାନେ ବିଦେଶରେ କାର୍ଯ୍ୟ କରୁଥିବା...

ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀ ୨୦୨୬ ତାରିଖ ରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆରଡିସି ସ୍ତରୀୟ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ବ ରେଞ୍ଜ ଅନ୍ତର୍ଗତ ୧୦ଟି ଜିଲ୍ଲାର...

ନାଟକ ଉତ୍ସବ ଉଦ୍ଯାପିତ-ନାଟକ ‘ଦୌଡ’ ଓ ‘ବିଶ୍ଵାସ’ ମଞ୍ଚସ୍ଥ ଢେଙ୍କାନାଳ ମହୋତ୍ସବର ନାଟ୍ୟ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଯାପନୀ ହୋଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରା, ନାଟ୍ୟକାର ଦିଲେଶ୍ଵର ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅଭିଷେକ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଟୁଡୁ...

ଢେଙ୍କାନାଳ ମହୋତ୍ସବ ୨୦୨୬ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଢେଙ୍କାନାଳ, ଜାନୁଆରୀ ୧୭:ଆଗାମୀ ଢେଙ୍କାନାଳ ମହୋତ୍ସବ ୨୦୨୬ ବିଷୟରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ଆଜି ଅପରାହ୍ନ ୪ଟାରେ ସଦ୍ଭାବନା ସଭା ଗୃହରେ ଏକ ପ୍ରେସ୍ ମିଟ୍ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଢେଙ୍କାନାଳର ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍ ସଭାପତିତ୍ୱ କରିଥିଲେ l ଗଣମାଧ୍ୟମକୁ...

ଅନୁଗୋଳ – ୧୭ ଜାନୁଆରୀ ୨୦୨୬ ଦିନ ପ୍ରାୟ ୨:୪୫ ସମୟରେ, ବିଶ୍ୱସ୍ତ ସୂତ୍ର ସୂଚନା ଉପରେ କାର୍ଯ୍ୟ କରି, ରେଞ୍ଜ ଅଫିସ୍ ବନ୍ତଳା ଏବଂ ରେଞ୍ଜ ଅଫିସ୍ ହିନ୍ଦୋଳର ଅଧିକାରୀମାନେ ରେଞ୍ଜ ଅଫିସର ବନ୍ତଳାଙ୍କ ନେତୃତ୍ୱରେ କନ୍ତାମିଲା ବିଟ୍, ହିନ୍ଦୋଳ ସେକ୍ସନ ଏବଂ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବେଲାଗୁଣ୍ଠା ଗ୍ରାମରେ ଏକ ମିଳିତ ଚଢାଉ କରିଥିଲେ।ଏହି...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/03/Picsart_25-11-05_07-59-52-526-14.jpg)

All rights reserved. Designed by Inter Softech