
ସାଫଲ୍ୟ ହେଲା ଜାତୀୟ ସେବା ଯୋଜନା ଶିବିରର ଦ୍ଵିତୀୟ ଦିବସ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶିବିର ଦ୍ଵିତୀୟ ଦିନରେ ପଦାର୍ପଣ କରିଛି। ୧୭ ରିଖ ଶନିବାର, ପ୍ରାରମ୍ଭରେ ପ୍ରାର୍ଥନା, ଶାରୀରିକ ଶିକ୍ଷା ଓ ଶ୍ରମଦାନ ଅନୁଷ୍ଠିତ ହେଲା । ଏହି କାର୍ଯ୍ୟରେ ୫୦ ରୁ ଅଧିକ ସ୍ବେଚ୍ଛାସେବୀକା ଅଂଶଗ୍ରହଣ କରିଥିଲେ ।ଦିବା ୧୦ଘଟିକାରେ...

ଅନୁଗୋଳ/କଣିହାଁ – ୧୭ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧.୪୫ ସମୟରେ, ବିଶ୍ୱସ୍ତ ସୂଚନା ଆଧାରରେ କଣିହା ରେଞ୍ଜରେ ଏକ ଚଢାଉ କରାଯାଇଥିଲା। କଣିହା ରେଞ୍ଜର କଣିହା-୨ ସେକ୍ସନର ଲୋଧାଝରୀ ବିଟ୍ ଅଞ୍ଚଳ ଅନ୍ତର୍ଗତ ବଳରାମପୁର ଗ୍ରାମର ଖେଳ ପଡ଼ିଆ ନିକଟରେ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଥିଲା।ରେଞ୍ଜ ଅଧିକାରୀଙ୍କ ଉପସ୍ଥିତିରେ କଣିହା-୧ ସେକ୍ସନ କର୍ମଚାରୀ...

ସମାଜସେବୀ ତଥା ଯୋଡ଼ା ଲକ୍ଷ୍ମୀପୂଜାର ପ୍ରତିଷ୍ଠାତା ଦୁଶାସନ ସାହୁଙ୍କ ବିୟୋଗ,ଅଞ୍ଚଳରେ ଶୋକ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ର ଜଣେ ଧର୍ମପରାୟଣ ବ୍ୟକ୍ତି ତଥା ସମାଜସେବୀ ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଶାସନ ସାହୁ ଜଣେ ଧର୍ମପରାୟଣ ବ୍ୟକ୍ତି ଥିବା ସହିତ ମିଷ୍ଟଭାଷୀ ଓ ପରୋପକାରୀ, ବିଶିଷ୍ଟ ବ୍ୟବସାୟୀ ଓ ଦୃଢ ନେତୃତ୍ୱ...

ଓଡିଶା ରଣଜି ଦଳ ଘୋଷଣା ହେଲା କଟକ -ଚଳିତ ରଣଜୀ ସିଜିନ ର ଶେଷ ଦୁଇ ମ୍ଯାଚ ପାଇଁ 18 ଜଣିଆ ଓଡିଶା ଟିମ ଘୋଷିତ ହୋଇଛି। ଶୁଭ୍ରାଂଶୁ ସେନାପତି ଦଳ ର ଅଧିନାୟକ ରହିଛନ୍ତି। ଏହି ଟିମ ଦଳ ତାମିଲନାଡୁ ଓ ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ। ତାମିଲନାଡୁ ବିପକ୍ଷରେ କିଟ୍ ରେ ଜାନୁଆରୀ 22ରୁ-25...

କଣିହାଁ/ଅନୁଗୋଳ – ଭିଜିଲାନ୍ସ ଜାଲରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ପଟେଲ। ପ୍ରାୟ ୫୦୦୦୦ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ମିଳିଥିବା ସୂଚନା ମୁତାବକ ଅନୁଗୁଳ ଜିଲା କଣିହାଁ CHC ର ସ୍ବାସ୍ଥ୍ୟ ଅଧିକାରୀ ବିଭିନ୍ନ PHC ଓ CHC ରେ କାର୍ଯ୍ୟରତ ଥିବା ଡାକ୍ତର ମାନଙ୍କ ର ଇନ୍ସେଟିଭ ରିଲିଜ୍ କରିବା...

ଭଦ୍ରକରେ ଗୋ ମାଫିଆଙ୍କ ଘରୁ ୭୦ ଲକ୍ଷ ଜବତ ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ ଚଢ଼ାଉ କରି ୭୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍। ଚଢ଼ାଉରେ ସୁନା ଗହଣା ସହ ସପିଂ ମଲ୍ ଠାବ କରାଯାଇଛି। ଟଙ୍କା ଗଣିବା ମେସିନ ସହ ଅନ୍ୟ ଯନ୍ତ୍ରପାତି ଜବତ କରାଯାଇଛି। ଅବୈଧ...









All rights reserved. Designed by Inter Softech