ଶୀତ ଲହରି ନେଇ ଆଗାମୀ ୨ ଦିନ ଅର୍ଥାତ୍ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପରବର୍ତୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଶୀତ ଲହରି ନେଇ ଆଗାମୀ ୨୪ ଘଂଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି...

କୋଲକାତା: ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପ୍ୟାକ୍) କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢଉକୁ ନେଇ ତୃୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳ ଟିଏମ୍ସି ଏହାର ଆବେଦନରେ ଇଡି ଜବତ କରିଥିବା...

ୱାଶିଂଟନ: ଇରାନରେ ଲାଗି ରହିଥିବା ଉତ୍ତେଜନା ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଏଥିପାଇଁ ମଧ୍ୟପ୍ରାଚ୍ୟରେ ଥିବା ସେନା ଘାଟିଗୁଡିକରୁ ଆମେରିକା ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁ ସୈନ୍ୟମାନେ ଏବେ ଘାଟିରେ ଅଛନ୍ତି ସେମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଛି। କାରଣ ଇରାନ ଯେକୌଣସି ସମୟରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ସେନାଘାଟିଗୁଡିକ ଉପରେ ଆକ୍ରମଣ...

ଭୁବନେଶ୍ୱର, ୧୬/୦୧ : ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ ନେଇ ଏହି ଉତ୍ତେଜନା ସୃଷ୍ଟି ହୋଇଛି । ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି BNS ୧୬୩ ଜାରି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ...

ନୁଆଦିଲ୍ଲୀ: NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲଙ୍କୁ ନିଯୁକ୍ତି କରାଯାଇଛି। ହିମାଚଳ ପ୍ରଦେଶର ୧୯୯୪ କ୍ୟାଡର ଆଇପିଏସ୍ ଅଫିସର ରାକେଶ। ବରିଷ୍ଠ IPS ଅଧିକାରୀ ରାକେଶ ଅଗ୍ରୱାଲଙ୍କୁ ଜାତୀୟ ତଦନ୍ତ ସଂସ୍ଥା (NIA)ର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଅଗ୍ରୱାଲ ପୂର୍ବରୁ ତଦନ୍ତ ସଂସ୍ଥାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଜାରି...

ଭୁବନେଶ୍ୱର: ବଢିଲା ଆଇଟମଡ୍ୟାନ୍ସର ନିଶା ମହାରଣାଙ୍କ ପାଇଁ ଅଡୁଆ । ଅଶ୍ଳୀଳ ନାଚ ପ୍ରଦର୍ଶନ ପାଇଁ ଗିରଫ ହୋଇପାରନ୍ତି ନିଶା । ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ପରେ ନିଶାଙ୍କ ଗିରଫ ସମ୍ଭାବନା ବଢିଛି । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୨ ଆୟୋଜକଙ୍କୁ ପୋଲିସ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/03/Picsart_25-11-05_07-59-52-526-13.jpg)

All rights reserved. Designed by Inter Softech