

**ଗାଧୋଉ ଥିବା ବେଳେ କୁମ୍ଭୀର ଟାଣିନେଲା*
ସକାଳୁ ସକାଳୁ ଏକ ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ *ତରଡିପାଳ ପଞ୍ଚାୟତର* ଘାଗରାଡିଆ ଗ୍ରାମ ର ଗଙ୍ଗାଧର ତରାଇ
ବ୍ରହ୍ମାଣୀ ନଦୀ ରେ ଗାଧୋଉ ଥିବା ବେଳେ କୁମ୍ଭୀର ଟାଣି ନେଇ ଯାଇଥିବା ର ଖବର ଆସିଛି.
ଘଟଣା ସ୍ଥଳରେ *ଅଗ୍ନିଶମ ବିଭାଗ* ଓ ଗ୍ରାମ ବାସି ଙ୍କ ଦ୍ଵାରା ଖୋଜା ଖୋଜି ଜାରି ରହିଛି…..
*ପଟ୍ଟାମୁଣ୍ଡାଇ ରୁ ସରୋଜ କୁମାର ସାହୁ*
ଜାଗ୍ରତ ଭାରତ ନ୍ୟୁଜ୍





