କଲେକ୍ଟର-କମ-ଜିଲ୍ଲା ମାଜିଷ୍ଟ୍ରେଟ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ଗାଁର ଶ୍ରୀ ବାଦଲ ବେହେରା, ପିତା- ଜିବନାନନ୍ଦ ବେହେରାଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 30000
/ – (କେବଳ ତିରିଶ ହଜାର ଟଙ୍କା) ମଞ୍ଜୁର କରିଛନ୍ତି। ତାଙ୍କର ଚିକିତ୍ସା ଚିକିତ୍ସା ଯିଏ କି ମସ୍ତିଷ୍କ ଆଘାତରେ ପୀଡିତ ଥିଲେ| ବାଦଲଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି!

April 15, 2026/
No Comments



