ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସିଲା ବୋଲେର |
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ କୋଟଲପଶି ଠାରୁ ଜୁରୁଡ଼ି ଅଭିମୁଖେ ଯାଉଥିବା ଏକ (OD02 AJ 8119) ନମ୍ବର ବିଶିଷ୍ଠ ବୋଲେର ନହବେଡା ଛକ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ପଡିଛି।ତେବେ ସୈାଭାଗ୍ୟ ବସତଃ ଚାଳକ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।ଉପସ୍ଥିତ ଲୋକେ ଚାଳକ ଙ୍କୁ ଉଦ୍ଧାର କରିଛନ୍ତି।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




