ଘରବାଡିରେ ଥିବା ଆମ୍ବଗଛରେ ବେକରେ ରସି ଲଗେଇ ଆତ୍ମହତ୍ୟା ।
କେନ୍ଦୁଝର ଜିଲ୍ଲାର ବାଲାଣି ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ମନ୍ଦିରହାଟିଂ ରେ ଜୈନିକ ବ୍ୟକ୍ତି ନିଜ ଘର ବାଡିରେଥିବା ଏକ ଆମ୍ବ ଗଛରେ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି, ତାଙ୍କ ନାମ ପ୍ରଫୁଲ୍ଲ କୁମାର ମହାନ୍ତ ଓ ସେ ମନ୍ଦିର ହାଟିଙ୍ଗ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ଦୀର୍ଘଦିନରୁ ନିଜ ପରିବାର ସହ ବସବାସ କରୁଥିବା ଜଣାଯାଏ। ଆଜି ସକାଳୁ ତାଙ୍କ ଘର ଲୋକ ତାଙ୍କୁ ବାଡି ଆମ୍ବ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖି ବଲାଣି ପୋଲିସ କୁ ଖବର ଦେଇଥିଲେ ଖବର ପାଇ ବଲାଣି ଥାନାଧିକାରୀ ବିଦେଶୀ ବାଗ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ତାଙ୍କ ଘର ଲୋକଙ୍କ ସହ ଆଲୋଚନା କରିବା ସହ ମୃତକଙ୍କ ର ମୋବାଇଲ୍ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା,
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ news

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)


