“ପାହାଡ଼ଶ୍ରୀଗିଡା ପ୍ରାଥମିକ କୃଷି ସେବା ସମିତି ରେ ପିତୃକ ସମ୍ପତି ମନମୁଖି କାର୍ଯ୍ୟ ”
ବରଗଡ ଜିଲ୍ଲା ଅତାବିରା ସ୍ଥିତ ପାହାଡ଼ଶ୍ରୀଗିଡା କୃଷି ସେବା ସମିତି ର ସମ୍ପାଦକ ଓ ସଭାପତି ହଜ଼ାର ହଜ଼ାର ଚାଷୀ ଙ୍କ ଲକ୍ଷ ଲକ୍ଷ ଟଙ୍କା ଖାମ ଖିଆଲି ତଥା ପୈତୃକ ସମ୍ପତ୍ତି ଭାବରେ ବ୍ୟବହାର କରୁଛନ୍ତି, ବୋର୍ଡ଼ ର ବିନା ସ୍ୱୀକୃତି ରେ AC କିଣା ଯାଇ ଅଛି, ଯାହାର ବଜାର ରେ ମିଳୁଥିବା ଦର ଠାରୁ ଅଧିକ ଦର ରେ କିଣା ଯାଇଛି, ଯାହା ଜିଲ୍ଲାପାଳ, D. R. C. S. S ବରଗଡ ଅଭିଯୋଗ ହୋଇ ଥିଲେ ହେଁ କିଛି କାର୍ଯ୍ୟ ନ ହେବା ନେଇ ଓ ଏହାର ଉଚିତ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ସରକାର ଙ୍କୁ ଜଣାଇଲେ ମଧ୍ୟ କାର୍ଯ୍ୟ ଠିକ ସେ ନ ହେବା ନେଇ ସାଧାରଣ ରେ ଦାବୀ, ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ….




