ବିଦୁଲତା ପଣ୍ଡାଙ୍କ ଦ୍ବାଦଶ ଶ୍ରଦ୍ଧାଞ୍ଜଳୀ ସଭା ପାଳିତ
ଢେଙ୍କାନାଳ(୧୩/୧୦): ଢେଙ୍କାନାଳ ସ୍ଥାନୀୟ ବଳରାମ ମନ୍ଦିର ନିକଟସ୍ଥ ଝୁଲଣ ମଣ୍ଡପ ଠାରେ ବିଦୁଲତା ପଣ୍ଡାଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ସଭା ତା ୧୩/୧୦/୨୦୨୩ରିଖ ୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ଆର୍ବିଭାବ ୧୫/୦୪/୧୯୪୦ ଓ ତିରୋଧାନ ୦୨/୧୦/୨୦୨୩ ସେ ଜଣେ ମେଲାପି ଓ ମିଷ୍ଟଭାଷୀ ମହିଳା ଥିଲେ। ସୁପୁତ୍ର ଲକ୍ଷ୍ମୀଧର ପଣ୍ଡା, ଶ୍ରୀଧର ପଣ୍ଡା, କଲ୍ୟାଣ ପଣ୍ଡା, ପ୍ରତାପ ପଣ୍ଡା, ସତ୍ୟବ୍ରତ ପଣ୍ଡା, ଦେବବ୍ରତ ପଣ୍ଡା, କନ୍ୟା ଶୋଭିତା ମିଶ୍ର ଓ ଜ୍ବାଇଁ ଦିଲ୍ଲୀପ ମିଶ୍ର ଏବଂ ପରିବାରର ସମସ୍ତ ବ୍ୟକ୍ତିମାନଙ୍କ ଉପସ୍ଥିତ ରେ ଏହି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-07_08-23-42-513.jpg)


