୯ବମ (9th) ଜାତୀୟ କୁମ୍ଫୁ ପ୍ରତିଯୋଗିତା ଆରମ୍ଭ
ପୁରୀ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୁମ୍ଫୁ ଅସୁସିଏସନ୍ ଆନୁକୂଲ୍ୟରେ ୯ବମ ଜାତୀୟ କୁମ୍ଫୁ ପ୍ରତିଯୋଗିତା ଶୁଭ ଆରମ୍ଭ ହୋଇଯାଇଛି ।ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ ଯଥା – ତା ୩୦.୧୧.୨୪ /୧.୧୨.୨୪ ପର୍ଯ୍ୟନ୍ତ ଚାଲିବ
ଏହି ଉଶ୍ଚବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଢଙ୍ଗୀ ଯୋଗ ଦେବା ସହିତ Dr. ଷ୍ଟାଲିନ୍ ପରିଜା, ସେକ୍ରେଟାରୀ ଯୁବ ବିଜୁ ଜନତା ଦଳ. Saoumya ରଞ୍ଜନ Lenka Director of ଓଡିଶା Co – operative bank. Senior journalist ବିଶ୍ୱଜିତ୍ ପଟ୍ଟନାୟକ ଅତିଥି ଭାବେ ଏବଂ ଜେନେରାଲ ସେକ୍ରେଟାରୀ- ଶ୍ରୀଯୁକ୍ତ ପ୍ରଦୀପ କା ଣ୍ଡି , ଓଡିଶା କୁମ୍ଫୁ ଅସୁସିଏସନ୍ ,ସଭାପତି – ଚନ୍ଦନ କୁମାର ସାହୁ , ଚ୍ୟାର୍ ମ୍ୟାନ ପାପୁନ ପାଲ, ପ୍ରତିଷ୍ଠାତା -ଇଣ୍ଟର ନ୍ୟାସ ନଲ୍ କୁମ୍ଫୁ କାଉନସିଲ୍ । ଚ୍ୟାର୍ ମ୍ୟାନ (k.A.I) ବେନୁ ଗୋପାଲ ଘୋଷ , ସଭାପତି(k.A.I) ଶ୍ରୀଯୁକ୍ତ ରାଜ କୁମାର ଦେ ସରକାର ଇଣ୍ଟର ନ୍ୟାସ ନଲ୍ କୁମ୍ଫୁ
ଏକ୍ସପଟ ଏହି ଉତ୍ସବରେ ଯୋଗ ଦେଇଥିଲେ ।ଏହି ଉତ୍ସବ ରେ ପ୍ରାୟ ୧୩ ଟି ରାଜ୍ୟ ର କୁମ୍ଫୁ କ୍ରୀଡାବିତ୍ ପ୍ରାୟତଃ ୨୨୫ ଜଣ ଯୋଗ ଦେଇଥିଲେ ।୧୩ ଟି ରାଜ୍ୟ ଯଥା- ଆସାମ,ପଶ୍ଚିମ ବଙ୍ଗ, କେରଳ,କର୍ଣ୍ଣାଟକ ,ମିଜୋରମ୍ ,ଛତିଶଗଡ଼ ,ଏମ ପି,ଇଉ ପି , ମେଘାଲୟ , ସିକିମ୍ , ଓଡିଶା. ନାଗାଲ୍ୟାଣ୍ଡ ଓ ବିହାର ରାଜ୍ୟ ରୁ କୁମ୍ଫୁ କ୍ରୀଡାବିତ୍ ମାନେ ଯୋଗ ଦେଇଥିଲେ ।ଏବଂ ଶେଷରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜୟନ୍ତ କୁମାର ଷଢଙ୍ଗୀ ଏହି ପ୍ରତିଯୋଗିତା କୁ ଶୁଭାରମ୍ଭ କରିବା ସହ ଏହି ଉତ୍ସବ ଟିକୁ ଚ୍ୟାର୍ ମ୍ୟାନ ଇଣ୍ଟର ନ୍ୟାସ ନଲ୍ କୁମ୍ଫୁ କାଉନସିଲ୍ ଶ୍ରୀ ପାପୁନ ପାଲ, ସାଫଲ୍ୟ ମଣ୍ଡନ୍ କରିବା ସହିତ ଧନ୍ୟବାଦ ଅର୍ପଣ କରି ଥିଲେ



