କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନ୍ତ୍ରୀ ସୁରେଶ ପୂଜାରୀ ।ରାହୁଲଙ୍କ ଅଭିଭାଷଣକୁ ନେଇ ତୀବ୍ର ସମାଲୋଚନା କଲେ । ସମ୍ବିଧାନକୁ ରକ୍ତାକ୍ତ କରିଥିବା ଓ ବିପଦରେ ପକାଇଥିବା ଦଳ କଂଗ୍ରେସ । ଜରୁରୀ ପରିସ୍ଥିତି ଘୋଷଣା କରି ସମସ୍ତଙ୍କ କଣ୍ଠରୋଧ କରାଗଲା ।ରାଜନୈତିକ ଦଳକୁ ବ୍ୟାନ୍ କରାଗଲା, କର୍ମକର୍ତ୍ତାଙ୍କୁ ଜେଲ୍ରେ ପୂରାଇଲେ ।
ରାହୁଲଙ୍କ କଥା ‘ଶୋ ଚୁହା ଖାକେ ବିଲି ହଜ୍କୋ ଚଲି ଭଳି’ । ଶହେ ମୂଷା ଖାଇବା ପରେ ବିଲେଇ ତୀର୍ଥ ଗଲା ଭଳି- ପୂଜାରୀ



