ବିରାଡିଆ ପୋଲିସ୍ ଫାଣ୍ଡି ପାଖରୁ ଉଦ୍ଧାର ହେଲା 12 ଫୁଟ୍ ଲମ୍ବର ଅହିରାଜ ସାପ।
ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ବିରାଡିଆ ପୋଲିସ୍ ଫାଣ୍ଡି ପାଖରୁ ଉଦ୍ଧାର ହେଲା 12 ଫୁଟ୍ ଲମ୍ବର ଅହିରାଜ ସାପ।
ସାପ ଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ ପରେ ସାପ ଉଦ୍ଧାର କାରୀ ଦଳ କୁ ଖବର ଦେଇଥିଲେ ସାପ ଉଦ୍ଧାର କାରୀ ଦଳ ର ସଦସ୍ୟ ସୋମ୍ୟଜୀତ୍ ରଥ, ସୂର୍ଯ୍ୟକାନ୍ତ ବେହେରା ଓ ଅନ୍ୟ ସାଥି ମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରି ବନ୍ୟ ବିଭାଗ ଙ୍କ ଅନୁମତି ରେ କପିଳାସ ଅଭୟାରଣ୍ୟ ରେ ଛଡ଼ାଗଲା ।



