ତାଳଚେରରେ ଦୋକାନ ବଜାର ସହିତ ଅଖଚକ ବନ୍ଦ ତାଳଚେର, ୦୮/୦୫ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ରୋଗୀ ସେବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଂଟିଆ ତାଳଚେର ବନ୍ଦ ସଫଳ ହୋଇଛି । ଯାହା ଫଳରେ ତାଳଚେରରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୋକାନ ବଜାର, ବ୍ୟାଙ୍କ, ବିଭିନ୍ନ ସରକାରୀ ଅଫିସ୍ ଓ ବେସରକାରୀ ଅଫିସ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ତାଳଚେରର ଜନସାଧାରଣ ନିଜସ୍ୱ ଭାବେ ଏହି ବନ୍ଦକୁ ସମର୍ଥନ କରି ବନ୍ଦ ରେ ସାମିଲ୍ ହୋଇଥିଲେ । ବହ୍ଲର ଛକ ଠାରେ ଜାତୀୟ ରାଜପଥକୁ ବନ୍ଦ କରିଥିବା କମିଟିର...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-scaled.jpg)



