
ଅତିରିକ୍ତ CSOଙ୍କ ଘରେ ଭିଜିଲାନ୍ସ ରେଡ୍ ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅତିରିକ୍ତ CSOଙ୍କ ଘର ଓ ଅଫିସ୍ରେ ରେଡ୍। ଭୁବନେଶ୍ୱରରେ ୪ଟି ଘରେ, ଭଞ୍ଜନଗର ଅଫିସ, ଭଡ଼ା ଘରେ ରେଡ୍।

ଅତିରିକ୍ତ CSOଙ୍କ ଘରେ ଭିଜିଲାନ୍ସ ରେଡ୍ ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅତିରିକ୍ତ CSOଙ୍କ ଘର ଓ ଅଫିସ୍ରେ ରେଡ୍। ଭୁବନେଶ୍ୱରରେ ୪ଟି ଘରେ, ଭଞ୍ଜନଗର ଅଫିସ, ଭଡ଼ା ଘରେ ରେଡ୍।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା #5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଗଞ୍ଜାମ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକର ବିଭିନ୍ନ ମନ୍ଦିର ପରିଦର୍ଶନ କରି କମିଟି ସଭ୍ୟଙ୍କ ସହ ଆଲୋଚନା ପରେ ଆବଶ୍ୟକୀୟ ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ବୁଲିବା ସମୟରେ ଉତ୍ପାଦିତ ସାମଗ୍ରୀ ଦେଖି #5T ସଚିବ ଖୁସି ପ୍ରକାଶ କରିବା ସହିତ ସେମାନଙ୍କ କାର୍ଯ୍ୟ ଶୈଳୀର ଉଚ୍ଚ ପ୍ରଶଂସା କରିଛନ୍ତି। @mission_shakti ମା’ମାନଙ୍କ ସହ ଆଲୋଚନା କରି ଜିଲ୍ଲା ଓ ରାଜ୍ୟସ୍ତରରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ବ୍ୟବସ୍ଥା...

ଲାଞ୍ଜିପଲ୍ଲୀ ଫାଣ୍ଡି ନୂତନ ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ. ବ୍ରହ୍ମପୁର,୬/୫/୨୩:: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଫାଣ୍ଡିର ନୂତନ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏଏସଆଇ ଗିରିଗୋବର୍ଦ୍ଧନ ଜେନା । ଏହା ପୂର୍ବରୁ ଏହି ଫାଣ୍ଡି ଅଧିକାରୀ ଭାବେ ଥିବା ସନ୍ତୋଷ ଶତପଥିଙ୍କ ଏସଆଇ ଭାବେ ପଦୋନ୍ନତି ହୋଇଛି । ସନ୍ତୋଷ ଶତପଥି ବର୍ତ୍ତମାନ ଅନୁଗୁଳ ଜିଲାକୁ ଟ୍ରେନିଂ ପାଇଁ ଯାଇଛନ୍ତି । ବର୍ତମାନ ଗିରି ଗୋବର୍ଦ୍ଧନ ଜେନାଙ୍କୁ ଏହି ଫାଣ୍ଡିର ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ଜେନା ଏହା ପୂର୍ବରୁ ବୈଦ୍ୟନାଥପୁର ଥାନାର ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ ା ଆସନ୍ତାକାଲି ଠାରୁ ଲାଞ୍ଜିପଲ୍ଲୀର ପ୍ରସିଦ୍ଧ ମା’...
ଲାଞ୍ଜିପଲ୍ଲୀ ଅଞ୍ଚଳର ସୁରଜ୍ କୁମାର ପାଢ଼ୀଙ୍କୁ ଅପହରଣ ଓ ମାଡ଼ ମାରିବା, ଡାକ୍ତରୀ ଛାତ୍ର ପଡିଲା ମହଙ୍ଗା. ବ୍ରହ୍ମପୁର,୪/୫/୨୩: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳର ସୁରଜ୍ କୁମାର ପାଢ଼ୀଙ୍କୁ ଏମ୍କେସିଜି ମେଡ଼କାଲ ଓ କଲେଜର ୪୦ରୁ ଉର୍ଦ୍ଧ ୟୁଜିଛାତ୍ର ଅପହଣ କରି ମାଡ଼ ମାରିବା ଘଟଣାରେ ଏବେ ମେଡିକାଲ ଛାତ୍ରଙ୍କୁ ପଡ଼ିଲା ମହଙ୍ଗା। ଏହି ଘଟଣାରେ ସଂପୃକ୍ତ ଥିବା ୟୁଜିଛାତ୍ର ମାନଙ୍କ ମଧ୍ୟରୁ ଆଜି ପୁଲିସ ଆଶିଷ କୁମାର ପ୍ରଧାନଙ୍କ ସମେତ ୫ ଜଣଙ୍କୁ ଚିହ୍ନଟ କରିଛି । ଏହି ଡ଼ାକ୍ତରୀ ଛାତ୍ରମାନେ ଏହି ଘଟଣାର ତଦନ୍ତ ଶେଷ ପଯ୍ୟନ୍ତ ପ୍ରତ୍ୟେକ ଦିନ ଥାନାକୁ ଆସି ହାଜିରା ଦେବେ ବୋଲି...

ସରକାରୀ ଅବହେଳା ବିରୁଦ୍ଧରେ ମହମ ବତୀ ଜାଳି ପ୍ରତିବାଦ କଲେ ଓଏଚପିସି, ଗ୍ରୀଡ଼କୋ, ଟିପିଏନଓଡିଏଲ, ଓ ଟିପିଡବଲ୍ୟୁଡିଏଲ କର୍ମଚାରି ବ୍ରହ୍ମପୁର..ବିଦ୍ୟୁତ ବିଭାଗର ସମସ୍ତ ଇଞ୍ଜିନିୟର, କର୍ମୀ ଗ୍ରୀଷ୍ମ, ବର୍ଷା କୁ ଖାତିରି ନ କରିନିଜ ଗ୍ରାହକଙ୍କୁ ନିରନ୍ତର ସେବା ଦେଇ ଆସୁଛନ୍ତି. ଏହି କର୍ମଚାରିଙ୍କ ପ୍ରତି ସରକାରଙ୍କ ଅବହେଳା ଆଗାମୀ ଦିନରେ ବିଦ୍ୟୁତ ଗ୍ରାହକ ନିରନ୍ତର ସେବା ପାଇବାରେ ବଞ୍ଚିତ ହେବେ କି?ଓଡିଶା ରାଜ୍ୟ କୁ ବାଦ ଦେଲେ ଭାରତ ବର୍ଷର ଅନ୍ୟ ରାଜ୍ୟ ଗୁଡିକ ବିଦ୍ୟୁତ ଇଞ୍ଜିନିୟର ଓ କର୍ମଚାରି ମାନଙ୍କୁ ମାନ୍ୟତା ସ୍ୱରୂପ,ସରକାରୀ କର୍ମଚାରି ଙ୍କ ଠାରୁ ଉଚ୍ଚ ବେତନ ଦରମା ହର,୪ଟି ସମୟ ଭିର୍ତ୍ତିକ ବେତନ, ଜରୁରୀ...

ବଣମଲ୍ଲୀଙ୍କୁ ଲୋକଲୋଚନକୁ ଆଣିବାର ବଡ଼ ମାଧ୍ୟମ ହୋଇଛି ‘ମନ୍ କି ବାତ୍’- ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵର : ମନ୍ କି ବାତ୍ ଜରିଆରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତବର୍ଷର ଲୋକ ମାନଙ୍କର ଅଭିବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣୁଛନ୍ତି । ବିଶେଷ ଭାବରେ ମନ୍ କି ବାତ୍ ବଣମଲ୍ଲୀ ମାନଙ୍କୁ ଲୋକଲୋଚନକୁ ଆଣିବାର ବଡ଼ ମାଧ୍ୟମ ହୋଇଛି ବୋଲି ରବିବାର ବାଙ୍ଗାଲୋରରେ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଐତିହାସିକ ୧୦୦ତମ ଅଧ୍ୟାୟ ଶୁଣିବା ପରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ମନ୍ କି ବାତର...

ଅନଗୁଳ ସୁଷୁଡ଼ା ମାଳତୀ ବିହାର ମସାଣି ପଡିଆ ପଛ ପାଖରେ ଥିବା ମାନବ ସେବାଶ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ପରିଦର୍ଶନ କରିବା ସହ ଆଶ୍ରମ ରେ ପଚିଶ ଜଣ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରିଥିଲେ, ଆଶ୍ରମ ରେ ବୟସ୍କ ବୃଦ୍ଧ, ବୃଦ୍ଧା, କିନ୍ନର ଓ ଛୋଟ ପିଲାମାନଙ୍କ ପାଠ ପଢ଼ା ସହିତ ରହିବାର ସୁବିଧା କରାଯାଇଛି ଏବଂ ଛୋଟ ପିଲାଙ୍କ କିଛି ପିତା ମାତା ମଧ୍ୟ ରହୁଛନ୍ତି। ଏହି ଅବସରରେ ସେ ଅନ୍ତେବାସୀ ଙ୍କ ସହ ଭାବ ବିନିମୟ କରିବା ସହିତ ସମସ୍ୟା ପଚାରି ବୁଝିଥିଲେ, ଅସହାୟ ଙ୍କ ପାଇଁ...

( ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ) ଭୁବନେଶ୍ୱର (୨୮ / ୦୪ / ୨୦୨୩) ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ପ୍ରକୋଷ୍ଠରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ବୈଠକରେ ଅଧ୍ୟକ୍ଷତା କରିବା ସହିତ କହିଲେ ଯେ ବିଭାଗର...

ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଭୁବନେଶ୍ୱର (୨୮ / ୦୪ / ୨୦୨୩) ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ସ୍ଵତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ମଧୁବାବୁ ଜଣେ ଆଇନଜୀବୀ , ଶିମ୍ପୋଦ୍ୟୋଗୀ , ସମାଜସେବୀ , ସମବାୟବିତ୍ ଓ ସାହିତ୍ୟ ସଂସ୍କୃତିପ୍ରାଣ ଭାବରେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଚିର ଅମର ରହିବେ । ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ । ଏହି ଦୃଷ୍ଟିରୁ ତାଙ୍କୁ ‘ ସହସ୍ରାବ୍ଦର ସୂର୍ଯ୍ୟ ’ କହିଲେ ବି ଅତ୍ୟୁକ୍ତି...

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ ହୋଇଛି ।ସୂଚନା ଅନୁଯାୟୀ ୧୬ ବର୍ଷୀୟ ନାବାଳିକାଙ୍କୁ ଇଂସ୍ତାଗ୍ରାମ ମାଧ୍ୟମରେ କେନ୍ଧୁଝର ଜିଲ୍ଲାର ଟେଲକୋଈ ଅଞ୍ଚଳର ଯୁବକ ପିଣ୍ଟୁ ମୁଖୀ (୨୩)ପ୍ରେମ କରିଥିଲେ। ନାବାଳିକାଙ୍କ ସହିତ ଯୁବକ ପ୍ରେମ ସମ୍ପର୍କ ବିଷୟରେ ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ପରିବାର ପକ୍ଷରୁ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏନେଇ ପୁଲିସ ଏକ ମାମଲା କେସ ନଂ ୧୫୯ ତାରିଖ ୨୪/୩/୨୦୨୩, ଦଫା ୭ଏସ ,୩୬୩,୩୬୬ଏ,୩୭୬,(୨)(ଏନ) ଆଇପିସି ୬ ପୋସ୍କୋ ଦଫାରେ ରୁଜ୍ଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଆଜି ପିଣ୍ଟୁ ମୁଖି କୁ ଗିରଫ...









All rights reserved. Designed by Inter Softech