
( ଅନୁପମା ପରିବାରକୁ ସହାୟତାର ହାତ ବଢ଼ାଇଲା ଆଶ୍ରିବାଦ ସେବା ସଂଗଠନ ) ଜଗତସିଂହପୁର ତା =12/1/23 ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ବ୍ଲକ ସୁଧୁକଣ୍ଟି ଗ୍ରାମର ଅସହାୟ, ନିଃସହାୟ, ଭିନ୍ନକ୍ଷମ, ବିଧବା ଅନୁପମା ମହାନ୍ତି | ଏକ ବର୍ଷ ହେବ ରୋଜଗାରିଆ ସ୍ୱାମୀ ଙ୍କୁ ହରାଇ ଆର୍ଥିକ ଅନାଟନ ମଧ୍ୟ୍ୟ ରେ ପରିବାର ଭରଣପୋଷଣ କରୁଛନ୍ତି | ଅନୁପମା ର ଏକମାତ୍ର ଝିଅ ରଶ୍ମୀରେଖା ମହାନ୍ତି। ଅର୍ଥ ଅଭାବରୁ ଝିଅ ରଶ୍ମୀରେଖା ଛୋଟ ଛୋଟ ପିଲାଙ୍କୁ ଗାଁ ରେ ଟିୟୁସନ କରି ଯାହା ଟଙ୍କା ରୋଜଗାର କରୁଛନ୍ତି ସେଥିରେ ପରିବାର ଭରଣ ପୋଷଣ କରୁଛନ୍ତି । ଝିଅ ରଶ୍ମୀରେଖା ସୁଧୁକଣ୍ଟି ସ୍ଥିତ...














