ଅର୍ଣ୍ଣ ଦାତାର ଦୁଃଖ ଦେଖିବ କିଏ,ଖୋଲା ଆକାଶ ତଳେ ପଡ଼ିରହିଛି ଧାନ, ବର୍ଷା ରେ ଭିଜିଯାଇଛି ହଜାର ହଜାର କୁଇଣ୍ଟାଲ ମଣ୍ଡିରେ ଧାନ..,…! ଜୁନାଗଡ଼ (1/06/2026)ବାଲେଶ୍ୱର ସୁନାନୀ ).ଅର୍ଣ୍ଣ ଦାତାର ଦୁଃଖ ବୁଝିବ କିଏ, ଚାଷୀ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା କରଜ କରି ଚାଷକରିଥିଲା କିନ୍ତୁ ମଣ୍ଡି ଚାଲିବାରେ ଅସୁବିଧା ଥିବାରୁ ଧାନ ଉଠିବାରେ ବିଳମ୍ବ ହେତୁ ଚାଷୀ ବର୍ଷା ହେବାରୁ ମୁଣ୍ଡ ରେ ହାତ ଦେଇ ବସିଛି, ଏମିତି ଏକ ମଣ୍ଡି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଲିଛଡା ର ଶବ ମଣ୍ଡି ମହିଭରରେ, ରାତ୍ରି ରେ ବର୍ଷା ହେବାରୁ ଧାନ ମଣ୍ଡିରେ ପାଣି ଜମା ରହିଥିବାରୁ ଚାଷୀ...






