ସରପଞ୍ଚ ଙ୍କୁ ଜାତିଗତ ଆକ୍ଷେପ କରି ଗାଳିଗୁଲଜ |ଥାନା ରେ ଏତଲା ଜଗତସିଂହପୁର ତା =14/11/24ଜଗତସିଂହପୁର ବ୍ଲକ ପଳାଶୋଳ ପଞ୍ଚାୟତ ଚାରି ନମ୍ବର ୱାର୍ଡ ରେ ରାସ୍ତା ଓ କଲଭଟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେହି ୱାର୍ଡ ର କେତେକ ବ୍ୟକ୍ତି ଉନ୍ନୟନ କାର୍ଯ୍ୟକୁ ବିରୋଧ କରି ଲେବର ସର୍ଦାର ଙ୍କ ଠାରୁ ସମସ୍ତ ଉପକରଣ ବଳପୂର୍ବକ ଛଡାଇ ନେଇଥିଲେ |ଘଟଣା ସ୍ଥଳରେ ସରପଞ୍ଚ ପହଞ୍ଚିଵା କ୍ଷଣି ଜାତିଗତ ଆକ୍ଷେପ କରି ଗାଳିଗୁଲଜ କରିବା କୁ ନେଇ ଉତେଜନା ଦେଖାଦେଇଛି | ଏ ସମ୍ପର୍କ ରେ ସରପଞ୍ଚ ଜଗତସିଂହପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି |ଖବର ନେବାରେ ଜଣା...






