
( ଗୌରବ କୁମାର ନାୟକ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପରିବାର ଆତ୍ମୀୟସ୍ୱଜନ ଙ୍କ ନିବେଦନ ) ଜଗତସିଂହପୁର ତା =18/9/23 ତ୍ରିତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଅରଣ୍ ଗ୍ରାମର ଅଭୟ କୁମାର ନାୟକ ଙ୍କ ଏକମାତ୍ର ପୁତ୍ର ଗୌରବ କୁମାର ନାୟକ ଙ୍କ ର ଦୁଇଟି କୀଡୀନି ଖରାପ ହେବାରୁ ସ୍ଵାସ୍ତ୍ୟ ଅବସ୍ଥା ଅତ୍ୟନ୍ତ ସଂକଟପୂର୍ଣ ହୋଇପଡିଛି | ଗୌରବ ଏକ ମାସ ହେବ କେୟାର ହସ୍ପିଟାଲ ରେ ଚିକିଛିତ ହେଉଛନ୍ତି |ଡାକ୍ତର ଗୌରବ ର ଦୁଇଟି କୀଡୀନି ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି | ହେଲେ ପରିବାର ଆର୍ଥିକ ଅନାଟନ ଦେଇ ଗତିକରୁଥିବାରୁ ଗୌରବ ର ଚିକିତ୍ସା...















