• ଆଠ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ କରୋନା ମାମଲାରେ ବୃଦ୍ଧି ହେଉଛି • ସକ୍ରିୟ ମାମଲାରେ ବୃଦ୍ଧି କ୍ଷେତ୍ରରେ ଉଦବେଗଜନ ରାଜ୍ୟ ଜେ ବି ଏନ, ୦୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କୋଭିଡ-୧୯ ବିରୋଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୭-୩ କୋଟିରୁ ଅଧିକ ଡୋଜ୍ ଟିକା ଲୋକଙ୍କୁ ଦିଆସରିଲାଣି । ଆଜି ସକାଳ ୭ଟା ସୁଦ୍ଧା ୧୧,୫୩,୬୧୪ ସେସନରେ ୭,୩୦,୫୪,୨୯୫ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୮୯,୩୨,୬୪୨ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୨,୯୬,୬୬୬ ଏଚସିଡବ୍ଲୁ...






