
5T ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କାଳିମାଡ଼ ସତ୍ୟବାଦୀରେ ଭି.କେ ପାଣ୍ଡିଆନ ଓ ସମର୍ଥ ବର୍ମାଙ୍କୁ କାଳିମାଡ଼। ସତ୍ୟବାଦୀରେ ସଭାସ୍ଥଳକୁ ଯାଉଥିବାବେଳେ କାଳିମାଡ଼। କାଳିମାଡ଼ କରିଥିବା ଯୁବକକୁ କାବୁ କରି ଗିରଫ କଲା ସତ୍ୟବାଦୀ ପୋଲିସ। ଏହି ସମୟରେ କାନିରେ କାଲି ପୋଛି ଦେଲେ ମହିଳା।

5T ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କାଳିମାଡ଼ ସତ୍ୟବାଦୀରେ ଭି.କେ ପାଣ୍ଡିଆନ ଓ ସମର୍ଥ ବର୍ମାଙ୍କୁ କାଳିମାଡ଼। ସତ୍ୟବାଦୀରେ ସଭାସ୍ଥଳକୁ ଯାଉଥିବାବେଳେ କାଳିମାଡ଼। କାଳିମାଡ଼ କରିଥିବା ଯୁବକକୁ କାବୁ କରି ଗିରଫ କଲା ସତ୍ୟବାଦୀ ପୋଲିସ। ଏହି ସମୟରେ କାନିରେ କାଲି ପୋଛି ଦେଲେ ମହିଳା।

ଶୁକ୍ରବାର 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ପୁରୀ ଗସ୍ତ ଅବସରରେ ପ୍ରଥମ ଦିନରେ ପିପିଲି, କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକ ପରିଭ୍ରମଣ କରି ବିଭିନ୍ନ ସ୍ଥାନରେ ଜନ ଶୁଣାଣି କରିବା ସହ ସେଠାକାର ଜନ ସାଧାରଣ ଏବଂ ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ। ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ବସିବ ସ୍ବତନ୍ତ୍ର ବୈଠକ। ବୈଠକରେ ଯୋଗଦେବେ ଦସ୍ତଖତ ଅଭିଯାନ ଚଳାଇଥିବା ସଂସ୍ଥା। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

୨ଟାରୁ ୬ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଆଜି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁଙ୍କ ମସ୍ତକରେ ଚିତା ଲାଗି ହେବ। ମହାପ୍ରଭୁଙ୍କ ମସ୍ତକରେ ଚିତା ଲାଗି ନୀତି ପାଇଁ ଦର୍ଶନ ବନ୍ଦ ରହିବ।

*ସୁନା ବେଶରେ ସ୍ୱର୍ଣ୍ଣିମ ବେଳାଭୂମି ସଫେଇ **** ପବିତ୍ର ସୁନାବେଶ ଅବସରରେ ପୁରୀ ବେଳାଭୂମି ସଫେଇ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ପ୍ରତିଦିନ ସହ ସହ ପର୍ଯ୍ୟଟକ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ *ବେଳାଭୂମିରେ* ଭିଡ଼ ଜମାଇଥାନ୍ତି । ଅନେକ ପ୍ରକାରର *ପ୍ଲାଷ୍ଟିକ ପଦାର୍ଥରେ* ଖାଦ୍ୟ ଖାଇ ବେଳାଭୂମି ବୁଲିଥାନ୍ତି l ଖାଦ୍ୟ ସରିବା ପରେ ପ୍ଲାଷ୍ଟିକ ପଦାର୍ଥ ଗୁଡିକୁ ଏଣେ ତେଣେ ଫୋପାଡ଼ି ଦେଇ ଚାଲିଯାଇଥାନ୍ତି l ଯାହା ଫଳରେ କି ବେଳାଭୂମି ଅନେକ ମାତ୍ରାରେ ପ୍ରଦୂଷିତ ହୋଇଥାଏ l ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି ଆମ ପୁରୀ ବେଳାଭୂମି l...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ସୂଚାରୁ ଭାବେ ସମ୍ପନ୍ନ ହୋଇଅଛି। ଶ୍ରୀମନ୍ଦିର ସମୀପକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ତାଳଧ୍ୱଜ ଓ ଦର୍ପଦଳନ ରଥ ପରେ ମହାବାହୁଙ୍କ ରଥ ଅଟକିଥିଲା ଶ୍ରୀନଅର ନିକଟରେ। ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିଛି ସିଂହଦ୍ବାର ନିକଟକୁ।

ଉନ୍ନତ ଚିକିସ୍ଥା ପାଇଁ ୮ ଗୁରୁତ୍ତର ଶ୍ରମିକକୁ ଏୟାରଲିଫ୍ଟ କରାଇଲା ଟାଟା କାରଖାନା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାର BFPP – 2 ରେ ଗତ ମଙ୍ଗଳବାର ଘଟିଥିବା ଦୁର୍ଘଟଣାରେ ୧୯ ଜଣ ଶ୍ରମିକ ଗୁରୁତ୍ତର ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିସ୍ଥା ହୋଇଥିଲେ। ସେଥିମଧ୍ୟରୁ କିଛି ଶ୍ରମିକ ଭିଷଣ ରୂପେ ଗୁରୁତ୍ତର ହୋଇଥିଲେ। କାରଖାନାର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ସମସ୍ତେ ଅଶ୍ଵିନି ଟ୍ରମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ଚିକିସ୍ଥା ପରେ କାରଖାନା କତୃପକ୍ଷ ୮ ଜଣ ଶ୍ରମିକ ଉନ୍ନତ ଚିକିତ୍ସା ଦରକାର ପଡୁଥିବା ରୁ ସେମାନଙ୍କୁ ଏୟାରଲିଫ୍ଟ କରି ଟାଟା ଏଟିଏମ...

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ହେବ। ମେ ୨୯ ତାରିଖ ଦିନ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ୧୫ ଦିନରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି। ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି। ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ,...

ରଜ ସଂକ୍ରାନ୍ତି ରେ ଜଗନ୍ନାଥ ମନ୍ଦିର ପରିସରରୁ ନାଗ ଉଦ୍ଧାର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଜଗନ୍ନାଥ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଅଣସର ଗୃହ ରେ ଥିବାରୁ ଭକ୍ତଙ୍କ ଭିଡ ନଥିଲା। ସକାଳେ ପୂଜାର୍ଚନା କାଯ୍ୟ ବ୍ୟବସ୍ଥା ଆରମ୍ଭ ସମୟରେ ନାଗ ସାପ ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ତୁରନ୍ତ ସ୍ନେକ୍ ରେସକ୍ୟୁ ସଦସ୍ୟ ବିଭୂତି ଭୂଷଣ ନାହାକ ଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ସାନୁ ଓ ଶିବା ପହଞ୍ଚି ପ୍ରାୟ ସାଢେ ପାଞ୍ଚ...

ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍ ଲାଇନ୍ ଫାଟି ଉତ୍ତପ୍ତ ବାଷ୍ପ ନିର୍ଗମନ ହେବାରୁ ୨ ଅଧିକାରୀଙ୍କ ସମେତ ୧୮ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍ଗିନ ଥିବାରୁ ଜଣଙ୍କୁ ଆଇସିୟୁରେ ଏବଂ ଅନ୍ୟ ୬ ଜଣଙ୍କୁ ସେମି ଆଇସିୟୁରେ ଚିକିତ୍ସା କରାଯାଉଛି। ଅବଶିଷ୍ଟ ୧୧ ଜଣ କାଜୁଆଲିଟିରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ସେମାନଙ୍କୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-8-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-8-scaled.jpg)




All rights reserved. Designed by Inter Softech