
ଟ୍ରେନ୍ରେ ଲୁଟ୍ ଘଟଣାରେ ପୋଲିସ ଜଣକୁ ଗିରଫ କଲା ଚଳନ୍ତା ଟ୍ରେନ୍ରେ ଯାତ୍ରୀଙ୍କୁ ଲୁଟ୍ ଘଟଣା । ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳର ଦିଲ୍ଲିପ ପଣ୍ଡା। ଅଭିଯୁକ୍ତ ଦିଲ୍ଲୀପଙ୍କୁ ବାନ୍ଧିଲା ପୁରୀ ଜିଆରପି ପୋଲିସ ।

ଟ୍ରେନ୍ରେ ଲୁଟ୍ ଘଟଣାରେ ପୋଲିସ ଜଣକୁ ଗିରଫ କଲା ଚଳନ୍ତା ଟ୍ରେନ୍ରେ ଯାତ୍ରୀଙ୍କୁ ଲୁଟ୍ ଘଟଣା । ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳର ଦିଲ୍ଲିପ ପଣ୍ଡା। ଅଭିଯୁକ୍ତ ଦିଲ୍ଲୀପଙ୍କୁ ବାନ୍ଧିଲା ପୁରୀ ଜିଆରପି ପୋଲିସ ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପାଣ୍ଠି ଆବଣ୍ଟନ ଓ ସମ୍ପତ୍ତି ସୃଷ୍ଟି ଉପରେ ସିଧାସଳଖ ବିତର୍କ ପାଇଁ କଲେ ଆହ୍ୱାନ ଉତ୍ତରପ୍ରଦେଶର ନୋଏଡ଼ା ଠାରେ ସାରସ ମେଳା ଉପଲକ୍ଷେ ନିଜର ବକ୍ତବ୍ୟ ରଖି ମନରେଗା ବଜେଟ୍ ହ୍ରାସ ଅଭିଯୋଗ ଆଣିଥିବା ରାହୁଲ ଗାନ୍ଧୀଙ୍କ ଫେସବୁକ ପୋଷ୍ଟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ...

ରାଜ୍ୟରେ ଜଣେ କ୍ଯାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ପୋଲିସର ସଂପୃକ୍ତି ସତ୍ତ୍ୱେ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ଚୁପ୍। ଯାହା ଫଳରେ ରାଜ୍ୟରେ ବଢି ଚାଲିଥିବା ଅରାଜକତା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଆଜି ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ଓ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଥିଲା। ଏହି ବିକ୍ଷୋଭ ରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ...

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ ନୂଆହତା ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ନୂଆହତା ପୂର୍ବତନ ସରପଞ୍ଚ ତଥା ବି ଜେ ଡି ଗ୍ରାମ ସଭାପତି ସଚିତାନନ୍ଦ ବେହେରା ,ଜିଲ୍ଲା ଯୁବ ସେକ୍ରେଟାରୀ ସୁଶାନ୍ତ ସିଂହ , ଗ୍ରାମ ଯୁବ ସଭାପତି ସୁଶିଲ ଭୁତିଆ ଙ୍କ ନେତୃତ୍ବରେ ଶତାଧିକ ମହିଳା ଓ କାର୍ଯ୍ୟକର୍ତ୍ତା...

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ ବୁଢ଼ାପଙ୍କ ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଗଡ ବୁଢ଼ାପଙ୍କ ସରପଞ୍ଚ ଶ୍ରୀମତୀ ଝିଲି ବେହେରା, ପୂର୍ବତନ ‘ ସରପଞ୍ଚ ଉତ୍ସବ ଦେହୁରୀଙ୍କ ନେତୃତ୍ବରେ ଶତାଧିକ ମହିଳା ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସରକାରଙ୍କ ଗରୀବ ମାରଣ ନୀତି...

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଫୁଲପଡା ସରପଞ୍ଚ ଶ୍ରୀମତୀ ସୁଦେଷ୍ଣା ଗଡନାୟକ ଓ ସାନ୍ତରାପୁର ‘ଖ’ ସରପଞ୍ଚ ଶ୍ରୀଯୁକ୍ତ ନିର୍ମଳ କୁମାର ସାହୁଙ୍କ ନେତୃତ୍ବରେ ଶତାଧିକ ମହିଳା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ମୋଦୀ ସରକାରଙ୍କ ଗରୀବ ମାରଣ ନୀତି...

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ବାସୀ ରାସନ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପକାଇଲେ ତାଲା। ସୂଚନା ଯେ, ବାଲିପଟା ପଞ୍ଚାୟତ କାର୍ଯ୍ୟାଳୟ ରେ ରାସନ ହିତାଧିକାରୀ ଙ୍କୁ ରାସନ ସମାଗ୍ରୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ ସାମଲ ଙ୍କ ତତ୍ତ୍ଵାବଧାନ ପିଅନ ଭଜମନ ପ୍ରଧାନ ସମାଗ୍ରୀ ବଣ୍ଟନ କରୁଥିଲେ। ରାସନ ସମାଗ୍ରୀ ଦେଉଥିବା ବେଳେ ହିତାଧିକାରୀ ନେଉଥିବା ରାସନ କଟା ଯାଉଥିଲା। ଯାହା ଫଳରେ ଆଜି ହିତାଧିକାରୀ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଥିଲେ। ତାଲା ପକାଇବାର ଏକ ଘଣ୍ଟା ପରେ ବ୍ଲକ ପକ୍ଷରୁ ପ୍ରତିନିଧି ଆସିଥିଲେ। ସମସ୍ୟା ବୁଝିବା ପରେ ହିତାଧିକାରୀ ଙ୍କୁ ନିର୍ଦ୍ଧାରିତ...

ଇକୋ ରିଟ୍ରିଟରେ IAS ସମ୍ମିଳନୀ ପୁରୀ :ବରିଷ୍ଠ ଅ।ଇଏଏସ ଅଧିକାରୀଙ୍କର ଗୁପ୍ତ ବୈଠକ । ସାମିଲ ହେଲେ ରାଜ୍ୟର ବରିଷ୍ଠ ଅ।ଇଏସ ଅଧିକାରୀ । ଗତକାଲି ସଂଧ୍ୟାରୁ ଅ।ଜି ଦିନ ତମାମ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବୈଠକ ଜାରି l

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ସ୍ଥିତ ମୋନାଲିସା ମୋଟର୍ସରେ ଆଜି ମୋଟର୍ସର ଫାଉଣ୍ଡେସନ ଦିବସ ଅବସରରେ ଆଜି ସପ୍ତମ ରକ୍ତଦାନ ଶିବିର ସମ୍ବାଦ ଆମ ଏବଂ ମୋନାଲିସା ମୋଟର୍ସ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ନିରନ୍ତର ଭାବେ ସାତ ବର୍ଷ ଧରି ମୋନାଲିସା ମୋଟର୍ସ ନିଜର ପ୍ରତିଷ୍ଠା ଦିବସ ଅବସରରେ ଏହିପରି ରକ୍ତଦାନ ଶିବିର ଆୟୋଜନ କରି ଆସୁଛି।ଆଜି ଏହି ଶିବିରକୁ ମୋନାଲିସା ମୋଟର୍ସର ପରିଚାଳନା ମୁଖ୍ୟ ଜ୍ୟୋତିର୍ମୟୀ ପତି, ଏବଂ ପରିଚଳନା ନିର୍ଦ୍ଦେଶକ ଅଶ୍ୱନି କୁମାର ପାଣି,ନିର୍ଦ୍ଦେଶକ ଅଶ୍ୱନି କୁମାର ପଣ୍ଡା,ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି ଶିବିର ଉଦଘାଟନ କରିଥିଲେ।ଅନୁଗୁଳ ରକ୍ତ ଭଣ୍ଡାର...

ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ସୁରେନ୍ଦ୍ର ଦାସଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ବଅଁରପାଳ ଥାନାରେ ଅଭିଯୋଗ । ଥାନା ପକ୍ଷରୁ ସୂଚନା ଅନୁଯାୟୀ ପୂର୍ବାହ୍ନ ୯ ଘଟିକା ୩୦ ମିନିଟ ସମୟରେ ନିଜ ଘର ରାସ୍ତା ଦେଇ ଯିବା ସମୟରେ ଦେଖିଲେ ଯେ ଆରଆଇଙ୍କ ଦ୍ଵାରା ଜାଗା ଚିହ୍ନଟ ହୋଇ ପୋତା ଯାଇଥିବା ପଥରକୁ ଉପାଡି କେହି ରାସ୍ତାରେ ପକାଇ ଦେଇଛନ୍ତି । ଉକ୍ତ ପଥରକୁ ରାସ୍ତାରୁ ଉଠାଇବା ବେଳେ ଗ୍ରାମର ବିଷ୍ଣୁ ଦାସ, ସାନୁ ଦାସ, ଗୌରୀ ଦାସ, ସରସ୍ୱତୀ ଦାସ, ପ୍ରତିମା ଦାସ ମିଳିତ ହୋଇ ବିଭିନ୍ନ ଖଣ୍ଡା, ବିଭିନ୍ନ ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ପଥରରେ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-9-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-9-scaled.jpg)




All rights reserved. Designed by Inter Softech