ବ୍ରହ୍ମପୁର ବିଧାୟକ ବୁଢ଼ୀଠାକୁରାଣୀ ଦର୍ଶନ ଓମନ୍ଦିର ଉର୍ନତି କାର୍ଯ୍ୟର ତଦାରଖ। ବ୍ରହ୍ମପୁର,ମହାଶିବରାତ୍ରି ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ବ୍ରହ୍ମପୁର ମା ବୁଢ଼ୀଠାକୁରାଣୀ ମନ୍ଦିର ରେ ମା ଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଥିଲେ ଓ ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ।ଏହି ଅବସରରେ ମନ୍ଦିର ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ।ଆଗାମୀ ଯାତ୍ରା ପୂର୍ବରୁ ସାରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କୁ ନିର୍ଦେଶ ଦେଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-07_08-23-42-513.jpg)



