ସମ୍ବଲପୁର ଜିଲ୍ଲା,ଜମନକିରା ବ୍ଲକ ମହଦା ପଞ୍ଚାୟତ ଫଟାମୁଦ ଗ୍ରାମର ଦୀନବନ୍ଧୁ ପ୍ରଧାନ ,ବୟସ 60,ସେ ଇନ୍ଦିରା ଆବାସ ଘରଟିଏ ପାଇବା ପାଇଁ ପଞ୍ଚାୟତ ଠୁ ବ୍ଲକ ପର୍ଯ୍ୟଂତ ଦଉଡ଼ି ଦଉଡି ନୟାନ୍ତ ହେଲେଣି।ତେଣୁ ପ୍ରଶାସନ ଦୃଷ୍ଟି ଦେଇ ଇନ୍ଦ୍ରା ଆବାସ ଘରଟିଏ ମିଳିଲେ ଉପକୃତ ହେବେ।ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।

September 23, 2026/
No Comments


