୭୫ତମ ପବିତ୍ର ସମ୍ବିଧାନ ଦିବସ ଫରଙ୍ଗ ପବ୍ଲିକ ସ୍କୁଲରେ ପାଳିତ ଗୋଲାମୁଣ୍ଡା/୨୬/୧୧/୨୪/ପ୍ରତିବର୍ଷ ଭଳି ଆଜି ମଧ୍ୟ ସାରା ଭାରତରେ ପାଳିତ ହୋଇଛି ପବିତ୍ର ସମ୍ବିଧାନ ଦିବସ, ଏହି ଅବସରରେ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଶହ ଶହ ଛାତ୍ର ଛାତ୍ରୀଙ୍କ ଗହଣରେ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅତିଥି ମାନଙ୍କ ଉପସ୍ଥିତରେ ସଂବିଧାନ ପ୍ରଣୟଣ ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ଆଜି ପୁଷ୍ପ ଧୂପ ଦୀପ ପ୍ରଦାନ କରିଥିଲେ ଓ ଆଜିର ଦିବସର ଆଭିମୁଖ୍ୟ ଉପିରେ ଛୋଟ ଛୋଟ ପୁଅ ଝିଅ ମାନଙ୍କ ବୁଝି ପାରିଲା ଭଳି ସମ୍ବିଧାନ ଦିବସ ଓପରେ ଆଲୋକପାତ କରିଥିଲେ, ସମ୍ବିଧାନ ପ୍ରଣୟନର ୭୫ତମ...






