Big breking ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ବିଜୁ ଜନତା ଦଳରେ ବଡ଼ ହଲ୍ ଚଲ୍।ବିଜୁ ଜନତା ଦଳର, ରାଜ୍ୟର ସମୃଦ୍ଧ ଜିଲ୍ଲା କେନ୍ଦୁଝର ଜିଲ୍ଲାର ଖଣିଜ ବହୁଳ ଅଞ୍ଚଳ ଚମ୍ପୁଆ। ଏବଂ ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ବିଧାୟକଙ୍କୁ ଦଳରୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ,ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଏକ ଦଳୀୟ ବିବୃତି ଜରିଆରେ ବିଜୁ ଜନତା ଦଳରୁ ନିଲମ୍ବନ ଆଦେଶ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ।ନିଲମ୍ବିତ ଆଦେଶ ଆସିବା ପରେ ମୁହଁ ଖୋଲିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼।...






