
ପାଞ୍ଚ kg ଚାଉଳ କାଟିଛନ୍ତି କେନ୍ଦ୍ର ସରକାର- B. J. D ଙ୍କ ଆନ୍ଦୋଳନ ଓଡିଶା ସାରାରାଜ୍ୟ ର ଗ୍ରାମ ପଞ୍ଚାୟତ ରେ ବିଜେଡି ସରକାର ଓ କର୍ମୀ ମାନେ ପ୍ରତି ଗ୍ରାମ ପଞ୍ଚାୟତ ରେ ଧାରଣା ଦେଇଥିବର ଦେଖିବାକୁ ମିଳୁଅଛି ଚପରିଆ ଗ୍ରାମ ପଞ୍ଚାୟତ ରେ ମଧ୍ୟ ଧାରଣା ଦେଇ ଥିବାର ଦେଖିବା କୁ ମିଳିଥିଲା ଉକ୍ତ ଆନ୍ଦୋଳନ ରେ ବିଜେଡି ଗ୍ରାମ ପଞ୍ଚାୟତ ସଭା ପତି କୁନୁଦାସ. ପବିତ୍ର ବେସରା. Tuntu. ହୃଦାନନ୍ଦ ଗହୀର କୈଳାସ ଭୋଇ.. କୌତୁକ ଗହୀର. ଗୀତାଞ୍ଜଳି ସାହୁ. ଜଗନ୍ନାଥ ମଳିକ. କ୍ଷୀରସିନ୍ଧୁ ମାଝି. ଗୌର ଚନ୍ଦର ମାଲିକ. ମାରିକ୍ଷେତ୍ରୀ ଚନ୍ଦନ. ଅନ୍ତ ଚନ୍ଦନ....















