ଫସର ଫାଟିଗଲା ବିନ୍ଦୁ ଦୁର୍ଗ, ରଣକ୍ଷେତ୍ର ପାଲଟିଗଲା ଗୋଲାମୁଣ୍ଡା ବ୍ଲକ କଳାହାଣ୍ଡି ଉତ୍ସବ ଘୁମୁରା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଚାଲିଥିଲା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬।ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଚାଲିଥିଲି କଳାହାଣ୍ଡି ଉତ୍ସବ।ଜମକୁଥିଲା ଉମାକାନ୍ତ ବାରିକଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ହଠାତ୍ ପାଲଟି ଗଲା ଉତ୍ସବ ପଡିଆ ରଣକ୍ଷେତ୍ର, ଉଡିଲା ଉପରକୁ ଚୋକି ଚୁର୍ଣ୍ଣ ହୋଇଗଲା ପଡ଼ିଆର ସୁନ୍ଦରତା।ଭାଙ୍ଗିଗଲା ବିନ୍ଦୁ ମହାନନ୍ଦ ଙ୍କ ଏତେବଡ଼ ସୁନ୍ଦର ରହସ୍ୟ ମୟ ଉତ୍ସବ।ନିଜ ଇସାରାରେ ଚାଲିଥିଲା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬।ସେହିଥିପାଇ ବିଗିଡିଗଲେ ଗୋଲାମୁଣ୍ଡା ବ୍ଲକ ଜନତା,ଛିନଛତ୍ରକଲେ ଉତ୍ସବ ପଡିଆ।ଜିଏ ଜଉଆଡେ ଦଉଡି ପଲେଇଲେ ଭୁଲିଗଲେ କିଏ କାହାର ଲୋକ,...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-18-scaled.jpg)



