ଲୁହାପଥର ଚୋରାଚାଲାଣ ଉଦ୍ୟମବେଳେ ମାଡିବସିଲା ବନବିଭାଗ ଚାରୋଟି ଟ୍ରକ୍ ଓ ମେସିନ୍ ଜବତ୍। ବିଭାଗୀୟ ଅଧିକାରୀ ନିଷ୍କ୍ରିୟ ବନ ବିଭାଗ ସକ୍ରିୟ।କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଦିନକୁ ଦିନ ଖଣି ମାଫିଆମାନେ ସକ୍ରିୟ ହେଉଥିବାବେଳେ ବିଭାଗୀୟ ଅଧିକାରୀ ନିଷ୍କ୍ରିୟ ହୋଇପଡ଼ିଥିବା ମନେହୁଏ। ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତରେ ଦିନକୁଦିନ ବୃଦ୍ଧିପାଉଛି ଚୋରା ଲୁହାପଥର ଚୋରା ଚାଲାଣ କାରୀଙ୍କ ପାଦୃଭାବା। ଲୁହାପଥର ଚୋରାଚାଲାଣ ବେଳେ ୪ଟି ଟ୍ରକ୍ ସହ ଗୋଟିଏ JCB ମେସିନ୍ ଜବତ କଲା ବନବିଭାଗ । ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଲୁହାପଥର ଚୋରା ଚାଲାଣ ବେଳେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର...






