ବଡ଼ବିଲଥାନା ଅନ୍ତର୍ଗତରେ ଗୋମାଂସ ଖାଇବାକୁ ନେଇ ବୃଦ୍ଧାଙ୍କୁ ପ୍ରାଣାନ୍ତକ ଆକ୍ରମଣ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଗୋମାଂସ ଖାଇବାକୁ ନେଇ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୂଚନା। ଆହତ ବୃଦ୍ଧ ବ୍ୟକ୍ତି ଜଣକ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପାଲ୍ ହଟିଂ ଅଞ୍ଚଳର ଗୋପାଲ୍ ହାଇବୁରୁ ହୋଇଥିବା ସୂଚନା। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି। ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ବଡ଼ବିଲ ପାଲ୍ ହାଟିଂ ନିକଟ ଏକ ବିଲରେ ଗୋଟିଏ ମଲା ଗୋରୁ ପଡ଼ିରହିଥିଲା । ଗୋପାଲ୍...






