ଶାନ୍ତିପୂର୍ଣ୍ଣ ଭାବରେ ଦୁର୍ଗାପୂଜା ପାଳନ ପାଇଁ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ମାଟକାମ୍ବେଡା ସ୍ଥିତ କଳିଙ୍ଗ ନଗର ରେ ଅଷ୍ଟଭୁଜା ମାଆ ଦୂର୍ଗାଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇ ଥାଏ। ଏହି ପୂଜାକୁ ଉପଭୋଗ କରିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଓ ପଡ଼ୋଶୀ ରାଜ୍ୟ ରୁ ମଧ୍ୟ ଲୋକେ ସପରିବାର ଆସି ଏହି ମାଆଙ୍କ ପୂଜା ବୁଲିବାକୁ ଆସିବା ସହ ମିନାବଜାର, ଦୋଳି ଓ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗିଥାଏ ଯାହାକୁ ଲୋକେ ମନଭରି ଉପଭୋଗ କରିଥାନ୍ତି।...





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-22-scaled.jpg)
