ବଅଁରପାଳ ଏକ ଜଳଖିଆ ଦୋକାନରୁ ଶିଶୁ ଶ୍ରମିକ ଉଦ୍ଧାର। ବଅଁରପାଳ, ୨୫/୬ ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଥିବା ଶ୍ୟାମ ସୁନ୍ଦର ଜଳଖିଆ ଓ ମିଠା ଦୋକାନ ଉପରେ ଶିଶୁ ଯୁବ କେନ୍ଦ୍ର ଓ ଶ୍ରମ ବିଭାଗ ମିଳିତ ଚଢାଉ କରି ବିରୁ ମୁଣ୍ଡା ନାମକ ଏକ ଶିଶୁ ଶ୍ରମିକ କୁ ଉଦ୍ଧାର କରିଛି ସୂଚନା ଯେ ବଅଁରପାଳ ରେ ଥିବା ଏହି ଜଳଖିଆ ଦୋକାନ ଶ୍ରମ ବିଭାଗ ର ତାଗିଦ ସତ୍ଵେ ବାରମ୍ବାର ବାଳ ଶ୍ରମିକ କୁ ଦୋକାନ ରେ ଶ୍ରମିକ ଭାବେ ରଖୁଛନ୍ତି ଏ ନେଇ ଶ୍ରମ ବିଭାଗର ରେ ଅଭିଯୋଗ ହେବାରୁ ବିଭାଗର ସହ ଶ୍ରମ...






