
ଏମ କେ ସି ଜି ରେ ଜଳା ପୋଡା ଜନିତ ବିଭାଗ ଲାଗି ଦାବି… ବ୍ରହ୍ମପୁର.କିଛି ଦିନ ତଳେ ବ୍ରହ୍ମପୁର ସହରରେ ଜଣେ ମହିଳଙ୍କର ବିଦ୍ରୁତ ଦୁର୍ଘଟଣା ରେ ଜଳି ମୃତ୍ୟୁ ଘଟିବା କଥା ବ୍ରହ୍ମପୁର କୁ ଆଲୋଡିତ କରୁଥିବା ବେଳେ ଦାବି ଉଠୁଛି ବ୍ରହ୍ମପୁର ରେ ଜଳା ପୋଡା ରେ ଦୁର୍ଘଟଣା ଘଟି ବଡମେଡିକାଲ କୁ ଅନେକ ରୋଗୀ ଆସନ୍ତି କିନ୍ତୁ ଚିକିତ୍ସା ଏଵଂ ଭିତ୍ତିଭୂମି ର ଅଭାବ ଯୋଗୁଁ ପ୍ରାଣ ହରାଉଛନ୍ତି ଅନେକ ରୋଗୀ. ନାହିଁ ନାହିଁ ରେ ଚାଲିଛି ମେଡିକାଲ ନଜର ନାହିଁ କି ନିଘା ନାହିଁ ପ୍ରଶାସନ ର. ଏମିତି ସମୟରେ ବ୍ରହ୍ମପୁର ସହରର ଜଣେ...















