ଗଞ୍ଜାମ ଛତ୍ରପୁରରେ ‘ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପ’ର ଶୁଭାରମ୍ଭ* ମଧୁର ଜଳରେ ପରିଣତ ହେବ ସମୁଦ୍ରର ଲୁଣି ପାଣି, ଜଳ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ – ଧର୍ମେନ୍ଦ୍ର ପ୍ରଧାନ* ଆଇଆରଇଏଲର ଡିସାଲାଇନେସନ୍ ଓ୍ୱାଟର ୟୁନିଟ୍ ପରିଦର୍ଶନ କରିବା ସହ ବିଶୋଧନ ପରେ ପାଣିର ସ୍ୱାଦ ଚାଖିଲେ କେନ୍ଦ୍ରମନ୍ତ୍ରୀ • ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ମେଡ୍ ଇନ୍ ଇଣ୍ଡିଆ ଟେକ୍ନୋଲୋଜିର କଲେ ପ୍ରଶଂସା• ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧତା ଏକ ମୌଳିକ ଆବଶ୍ୟକତା• ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିବ• ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଆଇଆରଇଏଲକୁ ଧନ୍ୟବାଦ...




