ନାଉଗାଁ ବିଡ଼ିଓ ଙ୍କୁ ଘେରାଉ କଲେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଜଗତସିଂହପୁର ତା =25/11/24ବିଡିଓ ଙ୍କୁ ଘେରି ବସିଛନ୍ତି ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ଅଧ୍ୟକ୍ଷା | ଦୀର୍ଘ ସମୟ ଧରି ନିଜ ଚାମ୍ବର ରୁ ବାହାରି ପାରିଲେ ନାହିଁ ଖୋଦ ବିଡିଓ | ଏଭଳି ଜଘନ୍ୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ | ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବିଡିଓ ଙ୍କୁ ଘେରାଉ କରି ତାଙ୍କ ଚାମ୍ବର ଭିତରେ ତଳେ ବସି ରହିଥିବା ଦେଖିବାକୁ ମିଳିଛି | ଗତ 22 ତାରିଖରେ ପଞ୍ଚାୟତ...






