
( ଶ୍ରମିକନେତା ଭାଗିରଥି ବେହେରା ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଓ ଉଜ୍ୱଳା ସମ୍ମିଳନୀ ଅନୁଷ୍ଠିତ ) ଜଗତସିଂହପୁର ତା =6/8/23 ଭାରତୀୟ ମଜୁଦୁର ସଂଘ ପକ୍ଷରୁ ଜଗତସିଂହପୁର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶ୍ରମିକ ନେତା ଭାଗିରଥି ବେହେରା ଙ୍କ ଅକାଳ ବିୟୋଗରେ ଜ଼ିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ଉଜ୍ୱଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଭାରତୀୟ ମଜୁଦୁର ସଂଘ ଜଗତସିଂହପୁର ଜ଼ିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଭାରତୀୟ ମଜଦୁର ସଂଘ ର ବରିଷ୍ଟ କାର୍ଯ୍ୟକର୍ତା ବସନ୍ତ କୁମାର ରଥ ଆନୁଷ୍ଠାନିକ ଭାବେ ଯୋଗଦେଇ ଶ୍ରମିକ ନେତା ଭାଗିରଥି ବେହେରା...















