
୩ ବର୍ଷର ଶିଶୁ କନ୍ୟା ବଳତ୍କାର | ଜଗତସିଂହପୁର ତା =28/7/23 ପାରାଦୀପ ଷଣ୍ଢକୁଦ ବସ୍ତି 17 ନମ୍ବର ୱାର୍ଡ ରେ ରେ ଘଟିଯାଇଛି ଏକ ଲଜ୍ଜା ଜନକ ଘଟଣା | ତିନିବର୍ଷ ର ଶିଶୁକନ୍ୟା କୁ ବଳାତ୍କାର | ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ମେଡିକାଲ ଓ ପରେ ଜଗତସିଂହପୁର ମେଡିକାଲ କୁ ରେଫର କରାଯାଇଛି | ପରିବାର ପକ୍ଷରୁ ଜଟାଧାର ମୁହାଣ ଥାନାରେ ଏତଲା ଦିଆଯାଇଛି | ପୋଲିସ ତରଫରୁ ସନ୍ଦେହ ରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଖବର ନେବାରେ ଜଣାଯାଇଛି ପାରାଦ୍ୱୀପ ଜଟାଧାରୀ ସାମୁଦ୍ରିକ ଥାନା 17 ୱାର୍ଡ ରେ ରହିଥିବା...















